Daily Archives

୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ପ୍ରଫେସର ରବିଶଙ୍କର ପାଣ୍ଡିଆ ଓ ଡ.ସୁଧିର ପରିଚ୍ଛାଙ୍କ ସ୍ମୃତିସଭା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ରବିଶଙ୍କର ପାଣ୍ଡିଆ ଓ ଡ. ସୁଧିର
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ, ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ବାସିନ୍ଦା ଧର୍ମପରାୟଣା ମହିଳା ଶ୍ରୀମତୀ ଦେବହୁତି ପାଢୀଙ୍କ ରବିବାର ରାତିରେ ନିଜସ୍ୱ ବାସଭବନରେ ପରଲୋକ ଘଟି ଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୮୩ ବର୍ଷ ହେଉଥିଲା । ଶ୍ରୀମତୀ ପାଢୀ ବରିଷ୍ଠ ସାମ୍ବାଦିକ ତଥା କୌଶଳ ସାଂସ୍କୃତିକ ସଂଘର ମହାମନ୍ତ୍ରୀ
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ : ସେମିଫାଇନାଲରେ କରେଲଧୁଆ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପତ୍ରାପାଲି ପଞ୍ଚାୟତର ପିଇଓ କମ୍ବୁଚରଣ ବାଗ, ଗଡ଼ଗଡ଼ବାହାଲ
Read More...

ଦିପ୍ତିପୁରରେ ଖ୍ରୀଷ୍ଟମାସ କପ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ପଞ୍ଚାୟତ ଦିପ୍ତିପୁରଠାରେ ବଡଦିନ ପର୍ବ ଅବସରରେ ଖ୍ରୀଷ୍ଟମାସ କପ୍‌ ଉଦଘାଟିତ ହୋଇଯାଇଛି । ଏହି ଟୁଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିବେ । ଉଦ୍‌ଘାଟନୀ ମ୍ୟାଚ ବୁଢିମାଲ ଦଳ ଓ ଲୁହୁରାକୋଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
Read More...

ବିଜେପିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ସାଂଗଠାନିକ ବୈଠକ ମଙ୍ଗଲବାର ଦିନ କଂଟାବାଂଜି ହରିଭବନରେ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ
Read More...

ଧୀରେନ୍ଦ୍ର ପଟ୍ଟନାୟକଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଭାପତି, କେନ୍ଦ୍ର ଏବଂ ରାଜ୍ୟ ସଂଗୀତ ଏକାଡେମୀପ୍ରାପ୍ତ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱର୍ଗତ ଧୀରେନ୍ଦ୍ରନାଥ ପଟ୍ଟନାୟକଙ୍କର ଚତୁର୍ଦ୍ଦଶ ଶ୍ରାଦ୍ଧ ଦିବସ ଆଜି ନୟାପଲ୍ଲୀ ସ୍ଥିତ ମୟୂର
Read More...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ କଂଟାବାଂଜି ଏଡିଜେ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଧାମନଡଙ୍ଗା ନିବାସୀ ଜଣେ ବ୍ୟକ୍ତି ତାଙ୍କ ନିଜ ସ୍ତ୍ରୀକୁ ତଣ୍ଡି ଚିପି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲେ । ଏହି ହତ୍ୟାକୁ ପରିବାର ବର୍ଗ ଯୌତୁକ ଜନିତ ଅଭିଯୋଗ କରି କଂଟାବାଂଜି ଥାନାରେ ଏକ ବର୍ଷ ତଳେ ଅଭିଯୋଗ
Read More...

ଶୁଲିଆ ମହୋତ୍ସବ ଉଦ୍‌ଯାପିତ : ଅବ୍ୟବସ୍ଥା ଉପରେ ଗର୍ଜିଲେ ରାବଣ ମହାରାଜା

ଉତ୍ତମ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଦେଲେ ନିର୍ଦ୍ଦେଶଶୁଲିଆ ପୀଠର ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନ ସ୍ଥଳୀ ରୂପେ ଗଢିବା ପାଇଁ ଦାବୀ କଲେ ସ୍ମାରକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଶୁଲିଆ ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଏକ ନିଆରା ଦୃଶ୍ୟ ଦେଖିବାକୁ
Read More...

ମା’ ମେଟାକାନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନାରୀ କବି ଚନ୍ଦ୍ରାବତୀ ପାଣ୍ଡେଙ୍କୁ “କୋଶଲ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମେଣ୍ଡା-ବିନିକା ବ୍ଲକ ମହଦା ଗ୍ରାମର ମୁଖ୍ୟ ଉଦ୍ୟୋକ୍ତା ପ୍ରସିଦ୍ଧ ଦଣ୍ଡ ସମ୍ରାଟ ରସିକ ସାହୁ ତଥା ଗ୍ରାମବାସୀଙ୍କ ସହଯୋଗରେ ମା' ମେଟାକାନୀ '୩୩ତମ' ବାର୍ଷିକ ମହୋତ୍ସବ ଅବସରରେ ଇତିଶ୍ରୀ ମା' ମେଟାକାନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟରେ ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ବଲାଙ୍ଗିରର ପୌରାଧ୍ୟକ୍ଷା ଲିକା ସାହୁ
Read More...