Daily Archives

ଜିଲ୍ଲାରେ ଖରିଫ ଧାନ କିଣାରେ ପ୍ରଶାସନର ତତ୍ପରତା, ବିଭିନ୍ନ ସ୍ଥାନରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ସବଡିଭିଜନ ସ୍କ୍ୱାର୍ଡ ଦ୍ଵାରା ମୁରିବାହାଲ ବ୍ଲକର କିଶୋର ତ୍ରିପାଠୀ, ନି-ନୂଆପଡା, ଗ୍ରାମ ପଞ୍‌ଞ୍ଚାୟତ - ଲଖନାଙ୍କ ଠାରୁ ୨୨.୩୦କ୍ଵିଣ୍ଟାଲ ଧାନ ଏବଂ ଏକ ପିକ୍‌ଅପ ଭ୍ୟାନ ଜବତ କରାଯାଇଛି । ସେହିପରି
Read More...

ଭକ୍ତ ଦାସିଆ ପୀଠରେ ମୁକ୍ତ ଚକ୍ଷୁ ପରୀକ୍ଷା ଶିବିର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନ ପୀଠ ପୁରୀ ଜିଲ୍ଲାର ବାଲିଗାଁ ଠାରେ Vision Eye Care Home Sight Service, ଯାହାକି Magnizent Allianz Services Pvt. ପିପିଲି, ପୁରୀର ଏକ ଶାଖା କାର୍ଯ୍ୟାଳୟଙ୍କ ଦ୍ୱାରା ନିକଟସ୍ଥ ଗ୍ରାମ ଆଳିସ, ପ୍ରହରାଜପୁର,
Read More...

ଶୀତକାଳୀନ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶିଶୁ ବିକାଶ କେନ୍ଦ୍ର, ପୂଜ୍ୟପୂଜା ସେବା ସଂଗଠନ ଓ ଆଦ୍ୟାଶକ୍ତି ନାରୀ ସଂଗଠନର ସହଭାଗିତାରେ ବିଷ୍ଣୁମୁଣ୍ଡା ଠାରେ ବିଶିଷ୍ଟ ଶିକ୍ଷାବିତ୍‌ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ଏକ ଶୀତକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ କବି
Read More...

ଖବରକାଗଜ ହକରଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ଅଞ୍ଚଳରେ ଖବରକାଗଜର ବିତରକ(ହକର) ଥିବା ଗୟାଧର ନାଏକଙ୍କ ଆଜି ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ବର୍ଷ ହେଉଥିଲା । ସେ ଜଣେ ଲୋକପ୍ରିୟ ଯୁବକ ଥିଲେ । ଗ୍ରାମର ପ୍ରତ୍ୟେକ ସଭାସମିତିର ନୋଟିସ ବୁଲାଇବା,
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସାନ୍ଧ୍ୟ ରଜନୀରେ ଲକ୍ଷାଧିକ ସମାଗମ : କ୍ଲାସିକାଲ ନୃତ୍ୟରେ ଦୁଲକୀ ଉଠିଲା ମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସାନ୍ଧ୍ୟ ରଜନୀରେ ପ୍ରବଳଭିଡ଼ ପରିଲିଖିତ ହୋଇଛି । ପଲ୍ଲୀଶ୍ରୀ ମେଳାର ସାମ୍ନାରେ ଦିନବେଳା ଅପରାହ୍ଣରୁ ଆରମ୍ଭ ହେଉଛି, ଆଞ୍ଚଳିକ ଲୋକକଳା ନୃତ୍ୟ, ଏହି ନୃତ୍ୟ ମଞ୍ଚସ୍ଥ ବେଳେ ଆଗରୁ ଆସୁଥିବା ଅଗଣିତ ଦର୍ଶକଙ୍କୁ
Read More...

ଶୁଲିଆ ପୀଠରେ ନରସିଂହ

ଶୁଲିଆ ଯାତ୍ର ଅଞ୍ଚଳରେ ଏକତା, ଶାନ୍ତି ମୈତ୍ରୀ ଓ ବିକାଶ ଆଣିବାରେ ସହାୟକ ହେଉଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପରଂପରା, ବିଶ୍ୱାସର ଏହି ଶୁଲିଆ ପୀଠ କେବଳ ଆଦିବାସୀଙ୍କ ପୀଠ ହୋଇ ରହିନାହିଁ । ଏହି ପୀଠର ମାହାତ୍ମ୍ୟ ଯୋଗୁଁ ଆଜି ହଜାର ହଜାର ସଂଖ୍ୟାରେ ଅଣ
Read More...

ହକି ବିଶ୍ୱକପ୍‌କୁ ଗଞ୍ଜାମ ଜିଲ୍ଲାସ୍ତରରେ ଭବ୍ୟ ସ୍ୱାଗତ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ୨୮ ତାରିଖରେ କନ୍ଧମାଳ ଜିଲ୍ଲାରୁ ଆସୁଥିବା ହକି ବିଶ୍ୱକପ୍‌ର ସମ୍ମାନାର୍ଥେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାର ଦୁ ର୍ଗାପ୍ରସାଦ ଠାରେ ଉକ୍ତ ହକି
Read More...

ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତଥା ଭବାନୀଶଙ୍କର କଳାପରିଷଦ କୁଟେନପାଲି, ତୁଳସା ବଲ୍ଲଭ ଯୁବକ ସଂଘ ଦୁହେଲ, ରାମଜୀ ଯୁବକ ସଂଘ ବରଣ୍ଡାବାହାଲଙ୍କ ସହଯୋଗରେ ଡିଙ୍ଗର କୁଅଁର ଖେଳ ପଡିଆରେ ଫାଇନାଲ୍‌ ମ୍ୟାଚ୍‌ରେ
Read More...

ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠର ଦଶମ ଶ୍ରେଣୀ ୧୯୯୦ ମସିହା ବେଚ୍ ବନ୍ଧୁ ମିଳନ ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରସ୍ଥ ଭାରତୀ ବିଦ୍ୟାପୀଠ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳର ୧୯୯୦ ମସିହା ବେଚ୍ ଛାତ୍ରମାନଙ୍କ ଏକ ସମ୍ମେଳଣ ତଥା ଅଲୁମିନେଟ୍‌ ବନ୍ଧୁମିଳନ ସମାରୋହ ପ୍ରାଚୀନ ଶକ୍ତିପୀଠ ଶ୍ରୀଶ୍ରୀ ମା' ରାମଚଣ୍ଡୀଙ୍କ ପ୍ରାଙ୍ଗଣରେ
Read More...

ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଆଜି ଅପରାହ୍ଣରେ ସ୍ଥାନୀୟ ସାମ୍ବାଦିକ ଭବନରେ କୃଷକ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମାଡ ଖାଇଥିବା ଚାଷୀ ଅଭିଯୋଗ କରିଛନ୍ତି
Read More...