Daily Archives

ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ୍‌ଲାଇନ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏତିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପୂର୍ବତନ ତଥା ଜଣାଶୁଣା କ୍ରିକେଟର ସନ୍ତୋଷ ଆନନ୍ଦ ମିଶ୍ର(ସନ୍ତୁ) ଯୋଗ ଦେଇଥିଲେ ଏବଂ କ୍ରୀଡାରେ ଭାଗ
Read More...

କଳାକାର ଚୟନ ଉତ୍ସବ- ୨୦୨୨ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ୍‌ରେ କଳାକାର ଚୟନ ଉତ୍ସବ- ୨୦୨୨ ଶାନ୍ତି ଶୃଙ୍ଖଳା ସହିତ ଉଦ୍‌ଯାପିତ ହୋଇଯାଇଛି । ପଦ୍ମପୁର ବ୍ଲକର ୨୨ ଗୋଟି ପଞ୍ଚାୟତ ଓ ପଦ୍ମପୁର ବିଜ୍ଞାପିତ ପରିଷଦର କଳାକାରମାନେ ଚୟନ ପାଇଁ ନିଜସ୍ୱ କଳା ପ୍ରଦର୍ଶନ କରିଥିଲେ । ଅଶୋକ
Read More...

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ, ଏକ୍ସରେ ଓ ମା’ ଗୃହ ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ଵାରା ଏକ୍ସରେ ସେବା, ଅଲଟ୍ରାସାଉଣ୍ଡ ସେବା ସହିତ ଏକ ମା' ଗୃହର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହା ମଦନପୁର
Read More...

ମୃତ ଗୋବିନ୍ଦର ପକେଟରୁ ମିଳିଥିବା ମାଟିଆ ଲଫାପା ଆଡ୍ରେସରେ ବଡ ଝିଅ ଲିପିକା ସାହୁଙ୍କ ନାଁ ରହିଥିବା ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମାଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମ ହତ୍ୟା କରିଥିବା ବେଳେ ଏହାକୁ ନେଇ ଏବେ ନାନା ପ୍ରକାରର ସନ୍ଦେହ ସୃଷ୍ଟି ହେଉଛି । ତେବେ ମୃତ ଗୋବିନ୍ଦର ଶବକୁ ପୋଲିସ ଜବତ କରି ବଲାଙ୍ଗିର ଠାରେ ଶବ ବ୍ୟବଚ୍ଛେଦ
Read More...

୨୪ତମ ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ୨୪ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଘୁନସର ପ୍ରଗତି ପଂଚାୟତ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଶୁକ୍ରବାର ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗ୍ରସ୍ତ ପୂର୍ବରୁ ତାଳଚେର ଉପଜିଲ୍ଲାପାଳଙ୍କ ବହୁ ପ୍ରତିକ୍ଷୀତ ତାଳଚେର ମେଡିକାଲ କଲେଜ…

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ପାଞ୍ଚଶହ ଶଯ୍ୟା ବିଶିଷ୍ଟ ତାଳଚେର ମେଡିକାଲ କଲେଜ ଦୀର୍ଘ ବର୍ଷ ହେଲା ଏମ୍‌ସିଏଲ୍ କର୍ତ୍ତୃପକ୍ଷ ଦ୍ୱାରା ନିର୍ମିତ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରୁ ନଥିବାରୁ ବିଗତ ଦିନରେ ଜନ ଅସନ୍ତୋଷ ସହ ତାଳଚେର ମେଡିକାଲ କ୍ରିୟା ଅନୁଷ୍ଠାନ କମିଟି ଆନ୍ଦୋଳନ
Read More...

ଖପ୍ରାଖୋଲ ମହୋତ୍ସବ ଉଦ୍‌ଯାପିତ

କୃଷ୍ଣଙ୍କ ହାତରେ କଂସ ନିହତ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟଠାରେ ଗତ ସପ୍ତାହ ଧରି ଚାଲିଥିବା ଖପ୍ରାଖୋଲ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏଥିସହିତ କଂସଦରବାର ମଧ୍ୟ ଶେଷ ହୋଇଛି । ମା' ଡୁମେର ତଲେନ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ କୁଷ୍ଠାଶ୍ରମରେ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ପକ୍ଷରୁ ଗିରିଗୋବର୍ଦ୍ଧନ ନିକଟସ୍ଥ କୁଷ୍ଠାଶ୍ରମର ସମସ୍ତ ୫୭ ଜଣ ଅନ୍ତେବାସୀମାନଙ୍କୁ ଶୀତ ପ୍ରକୋପର ଉପଷମ ପାଇଁ କମ୍ବଳ ବଣ୍ଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ
Read More...