Daily Archives

ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବ୍ୟାପକ ପୋଲିସ ଫୋର୍ସ ମୁତୟନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ
Read More...

୮୩ ବର୍ଷରେ ପାଦ ଦେଲେ ନରସିଂହ

ନଗର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ୮୩ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭଣ୍ଡାରରେ ନଗର
Read More...

ନେହେରୁ ଯୁବ କେନ୍ଦ୍ରର କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପଲି ଗ୍ରାମରେ ଜୟ ଦୁର୍ଗା ସ୍ପୋର୍ଟଟିଂ ଯୁବ କ୍ରୀଡା ସଂସଦ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡ ମିଳିତ ଆନୁକୂଲ୍ୟରେ ଖେଳ ପଡିଆଠାରେ ଏକ କ୍ରୀଡା ପ୍ରତିଯୋଗିତାରେ
Read More...

ରତନପୁରରେ ବନ ବିଭାଗର ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ରତନପୁର ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ । ପାଞ୍ଚଟି ଶାଗୁଆନ ଗଣ୍ଡି, ଆଠଟି ଶାଗୁଆନ ପ୍ଳାଙ୍କ, ନଅଟି ଶାଗୁଆନ ବୋର୍ଡ ଏବଂ ଗୋଟିଏ ଆଂଶିକ ନିର୍ମିତ କାଠ ପଲଙ୍କ ଜବତ କରାଯାଇଛି । ତେବେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍
Read More...

ଗୋଦପାଲିରେ ବନ ବିଭାଗର ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୋଦପାଲିରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଖଇର କାଠ ସହ ଏକ ପିକ୍‌ଅପ୍‌ ଗାଡି ଓଡି ୦୩୭୯୯୩କୁ ଜବତ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ଚଢାଉରେ ପାଟଣାଗଡ ରେଂଜର
Read More...

ନକଲି ଔଷଧ ବିରୁଦ୍ଧରେ ଲଢେଇ ଜାରି ରହିଛି

ଆଜି କଟକ ଏବଂ ବରଗଡରୁ ନକଲି ଔଷଧ ଜବତଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଧେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି
Read More...

ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତଥା ଭବାନୀ ଶଙ୍କର କଳାପରିଷଦ କୁଟେନପାଲି, ତୁଳସା ବଲ୍ଲଭ ଯୁବକ ସଂଘ ଦୁହେଲ, ରାମଜୀ ଯୁବକ ସଂଘ ବରଣ୍ଡାବାହାଲଙ୍କ ସହଯୋଗରେ ଡିଙ୍ଗର କୁଅଁର ଖେଳ ପଡିଆରେ ଉଦ୍‌ଘାଟନୀ ଫୁଟବଲ
Read More...

ସେଣ୍ଟ ଷ୍ଟିଫେନ୍ସ ମୋଡେଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସେଣ୍ଟ ଷ୍ଟିଫେନ୍ସ ମୋଡେଲ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଡିସେମ୍ବର ୨୩ ତାରିଖ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଉତ୍ସବ ସହ ବାର୍ଷିକ ଉତ୍ସବ ପ୍ରତିପାଳନ କରାଯାଇଛି । କଳାମଣ୍ଡପ ପଡିଆରେ ଭବ୍ୟ ସମାରୋହ ସହ
Read More...

ବଲାଙ୍ଗିର ନାଗରିକ କମିଟିର ବ୍ରାହ୍ମଣପଡା ୟୁପି ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ଶିକ୍ଷା ବିଭାଗ ସବ୍‌ କମିଟିର ସଭ୍ୟମାନେ ସ୍ଥାନୀୟ ବ୍ରାହ୍ମଣପଡା ୟୁପି ସ୍କୁଲ ପରିଦର୍ଶନ କରି ସ୍କୁଲର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ । ସିଆରସିସି ରଶ୍ମିତା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ବେହେରା,
Read More...

୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଜନାଦୃତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜିଲ୍ଲାର ଦକ୍ଷିଣୀପାଲି ଠାରେ ଜିଲ୍ଲା ସ୍ତରୀୟ ହକି ମହୋତ୍ସବର ଶୁଭାରମ୍ଭ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲାଠାରେ ମହାସମାରୋହରେ
Read More...