Daily Archives

ଜେଲେନସ୍କିଙ୍କୁ ରୁଷର ସବୁଠାରୁ ବଡ ପ୍ରହାର, ଏହି ଆକ୍ରମଣର ବିନାଶ ହେଉଛି ସବୁଠାରୁ ଭାରୀ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ରୁଷ ୟୁକ୍ରେନ ଉପରେ ଏପରି ଆକ୍ରମଣ କରିଛି ଯେ, ଏହାର ଶତାବ୍ଦୀ ପୁରୁଣା ଇତିହାସ ଲିଭାଇ ଦେଇଛି । ରୁଷୀୟ ସୈନିକମାନଙ୍କ ଏହି ଅଜବ୍‌ ଆକ୍ରମଣ ପାଇଁ ୟୁକ୍ରେନ କେବେବି କ୍ଷତିପୂରଣ ଦେଇପାରିବ ନାହିଁ ।
Read More...

କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏବେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ଟି ଲେଖାଏଁ ବେଡ୍ ପ୍ରସ୍ତୁତ ରହିଥିବା
Read More...

ଯାଜପୁର ଠାରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ

● ସୂଚନାର ସବୁଠୁ ଭରସାଯୋଗ୍ୟ ଉତ୍ସ ଗଣମାଧ୍ୟମ : ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର● ସୂଚନା ସହିତ ସଚେତନତା ସୃଷ୍ଟି କରୁ ଗଣମାଧ୍ୟମ : ପିଆଇବି ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଯାଜପୁର, (ପିଆଇବି) : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ
Read More...

ଓଡ଼ିଶା ପୁଲିସରେ ୪୭୯୦ କନେଷ୍ଟବଳ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆସିଛି । ଖୁବ୍‌ ଶୀଘ୍ର ପୁଲିସ ବିଭାଗରେ ନୂତନ ନିଯୁକ୍ତି ହେବାକୁ ଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
Read More...

କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ କରିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
Read More...

୧୯୬୭ ମାଟ୍ରିକ ଛାତ୍ରଛାତ୍ରୀଙ୍କ ସ୍ମୃତିରୋମନ୍ଥନ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳର ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟ ୧୯୬୭ ମାଟ୍ରିକ ଛାତ୍ରଙ୍କ ସ୍ମୃତିରୋମନ୍ଥନ ଓ ପାରସ୍ପରିକ ଭାବ ବିନିମୟ ସମାବେଶ ପ୍ରସିଦ୍ଧ ଗଡ଼ଚଣ୍ଡୀ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...

ରାଜ୍ୟରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣ ମୁକାବିଲା ସମ୍ବନ୍ଧରେ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ପ୍ରେସ୍ ବିବୃତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣ ମୁକାବିଲା ସମ୍ବନ୍ଧରେ HFWOdisha କମିଶନର ତଥା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଏକ ପ୍ରେସ୍ ବିବୃତି ଅନୁଷ୍ଠିତ ହୋଇଯାଇଛି । ସେ ପ୍ରେସ ବିବୃତ୍ତିରେ କରୋନା ସଂକ୍ରମଣ ମୁକାବିଲା ସମ୍ବନ୍ଧରେ ଜନ
Read More...

ଗନ୍ଧର୍ଲାରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମ ପଂଚାୟତ ଗନ୍ଧର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିଇଓ ପ୍ରଭାତ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି
Read More...

କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବ ବୁଷ୍ଟର ଡୋଜ୍, ସଂକ୍ରମଣ ରୋକିବାକୁ ଓଡ଼ିଶା ପ୍ରସ୍ତୁତ : ସ୍ଵାସ୍ଥ୍ୟ ଓ ପରିବାର…

ଭୁବନେଶ୍ଵର, (କେପିଏନ୍‌ଏସ୍‌) : କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବ ବୁଷ୍ଟର ଡୋଜ୍‌ । ନଭେମ୍ଵର ୨୮ରୁ ସରକାରୀ ଟୀକାକରଣ ବନ୍ଦ ଅଛି । ଖୁବ୍ ଶୀଘ୍ର ଟୀକାକରଣ କେନ୍ଦ୍ର ଗୁଡ଼ିକୁ ଟୀକା ଯୋଗାଇବାକୁ ଅନୁରୋଧ କରିବୁ । ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବନବିହାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବନବିହାର ଟାଲନର୍ମଦା ନାଳା ଏବିଇଓ ଜୟ କୁମାର ସାହୁଙ୍କ ଫାର୍ମ ହାଉସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଉପସଭାପତି ମୁରଲୀଧର ସାହୁଙ୍କ ପତ୍ନୀ ଶ୍ରୀମତୀ ବିନୋଦିନୀ ସାହୁ
Read More...
error: Content is protected !!