ରତନପୁରରେ ବନ ବିଭାଗର ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ରତନପୁର ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ । ପାଞ୍ଚଟି ଶାଗୁଆନ ଗଣ୍ଡି, ଆଠଟି ଶାଗୁଆନ ପ୍ଳାଙ୍କ, ନଅଟି ଶାଗୁଆନ ବୋର୍ଡ ଏବଂ ଗୋଟିଏ ଆଂଶିକ ନିର୍ମିତ କାଠ ପଲଙ୍କ ଜବତ କରାଯାଇଛି । ତେବେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 + 17 =

error: Content is protected !!