ଗୋଦପାଲିରେ ବନ ବିଭାଗର ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୋଦପାଲିରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଖଇର କାଠ ସହ ଏକ ପିକ୍‌ଅପ୍‌ ଗାଡି ଓଡି ୦୩୭୯୯୩କୁ ଜବତ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ଚଢାଉରେ ପାଟଣାଗଡ ରେଂଜର ଅଧିକାରୀମାନେ ସାମିଲ ଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବା ଡିଏଫଓ ନିତିଶ କୁମାର କହିଛନ୍ତି ।

Leave A Reply

Your email address will not be published.

five × two =

error: Content is protected !!