Daily Archives

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଗ୍ରାମାଞ୍ଚଳ ଯୁବ କ୍ରୀଡା ପ୍ରତିଭା ଗୁରୁତ୍ୱ ଦିଆଯିବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କଲେଜ ପରିସରଠାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରେନବୋ ପବ୍ଲିକ ସ୍କୁଲର ବିଂଶତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ବରଗଡ଼ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରେନବୋ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ମହୋତ୍ସବ ଅବସରରେ ଜୀବନରେ
Read More...

ବ୍ୟବସ୍ଥାଗତ ଭୁଲ ଯୋଗୁଁ ହିତାଧିକାରୀ ହନ୍ତସନ୍ତ, ୬ ମାସରୁ ଅଧିକ ହେବ ଭତ୍ତା ପାଇବାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟରେ ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମମାନଙ୍କ ପାଇଁ ଯୋଜନାମାନ କରି ସହାୟତା ପ୍ରଦାନ କରିଥାନ୍ତି । ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ୍‌ ଯୋଜନା ଭଳି ବିଭିନ୍ନ
Read More...

ଗଣ୍ଡାବଜା ପତ୍ରିକା ତରଫରୁ ମାନବିକ ଅଧିକାର ଦିବସ

ନ୍ୟାୟପାଳିକା ମାନବିକ ଅଧିକାର ପ୍ରତି ଆହୁରି ସମ୍ବେଦନଶୀଳ ହେଉ : ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବିକ ଅଧିକାରକୁ ଦେଶର ସମ୍ବିଧାନ ଓ ବିଚାର ବିଭାଗ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଲୋକେ ଦୈନନ୍ଦିନ ତାଙ୍କର ମାନବିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜାତି, ଧର୍ମ,
Read More...

ଆଦିବାସୀ ପାଳିଲେ ସଂଗ୍ରାମୀ ସହିଦ ତାମାଦୋରା ବାର୍ଷିକ ଉତ୍ସବ

ମାଲକାନଗିରି : ଆଦିବାସୀମାନେ ଆଡ଼ମ୍ବର ସହ ପାଳିଛନ୍ତି ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ତାମା ଦୋରାଙ୍କ ବାର୍ଷିକ ଉତ୍ସବ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଆମ୍ବାଗୁଡା ଆଦିବାସୀ ଗ୍ରାମରେ ଥିବା ସହିଦ ତାମ୍ମା ଦୋରା ଆଦିବାସୀ କ୍ଲବ ପକ୍ଷରୁ ସଂଗ୍ରାମୀ ସହିଦ ତାମା ଦୋରାଙ୍କ
Read More...

ସଇଁତଲା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ, ୪ ଜଣ ଚମ୍ପିୟାନ ବିବେଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଦର୍ଶ ବିଦ୍ୟାଳୟର ଖେଳ ପଡିଆ ଠାରେ ଗତ ୨ ଦିନ ଧରି ଚାଲିଥିବା ୭ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବାଳିକା ଓ ବାଳକମାନଙ୍କୁ ଜୁନିୟର ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବ ଡିଆଁ,
Read More...

କେମିକାଲ ଡବା ହଲିବା ଯୋଗୁଁ ବିସ୍ଫୋରଣ ଘଟି ଜଣେ ଆହତ

ତେଲେଙ୍ଗାନା : ତେଲେଙ୍ଗାନାର ନିଜାମାବାଦ ସ୍ଥିତ ବଡ ବଜାର ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ୱନ ଟାଉନ ଥାନର ଏସ୍‌ଏଚ୍‌ଓ ଜଣାଇଛନ୍ତି କି ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା
Read More...

ଓଏସ୍‌ଡିଏମ୍‌ଏ ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ବ୍ଲକ କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ବିପର୍ଯ୍ୟୟ ପରିଚାଳନା କମିଟି ମେମ୍ବର ୨୫ ଜଣ, ସନ୍ଧାନ ଓ ଉଦ୍ଧାର ଦଳ ୨୫ ଜଣ ଏବଂ ପ୍ରାଥମିକ
Read More...

ପପଙ୍ଗା ପାହାଡ଼ ଶିଖରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ପପଙ୍ଗା ପାହାଡ଼ ଶିଖରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ ହୋଇଯାଇଛି । ଆର୍ନ୍ତଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ୮ ଜଣ ମହିଳା ଏନ୍‌ସିସି କ୍ୟାଡେଟ୍ ଓ ଜଣେ ପୁରୁଷ
Read More...

ସଭିଲ କୋର୍ଟ ପଛପଟେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସିଭିଲ କୋର୍ଟ ପଛପଟେ ଜଣେ ବ୍ୟକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୫ଟାରେ ଜଣେ ଯୁବକଙ୍କୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଘଷିଏନ୍‌ ଗାଁର ଅଶୋକ ଘୁଟଲା
Read More...