Daily Archives

ଛତ୍ରପୁର ପୋଲିସ ପଡ଼ିଆଠାରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡିଆ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ
Read More...

୬୦ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପୋଲିସ ପଡିଆ ଠାରେ ଜିଲ୍ଲା ଗୃହରକ୍ଷୀ ବାହିନୀର ୬୦ତମ ବାର୍ଷିକ ଦିବସ ଗୃହରକ୍ଷୀମାନଙ୍କ ଦ୍ୱାରା ପାଳନ କରାଯାଇଛି । ବଲାଙ୍ଗିର ଜିଲ୍ଲାର ସମସ୍ତ ୧୮ ଗୋଟି ଥାନାର ଉତ୍ତମ କାର୍ଯ୍ୟ କରିଥିବା ଗୃହରକ୍ଷୀମାନଙ୍କୁ ଏହି ପ୍ରତିଷ୍ଠା ଦିବସରେ
Read More...

ଶ୍ରେଷ୍ଠ ହୋମଗାର୍ଡ ସମ୍ମାନ ପାଇଲେ ସୋମନାଥ ରେଡ୍ଡୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସଦର ମହକୁମା ଛତ୍ରପୁରର ପୋଲିସ ପଡିଆରେ ୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ନିସ୍ଵାର୍ଥ ସେବା ପାଇଁ ଗଞ୍ଜାମ ଥାନାର ସୋମନାଥ ରେଡ୍ଡୀଙ୍କୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି । ଜିଲ୍ଲା ଆରକ୍ଷୀ
Read More...

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୨ ମହିଳା ମାଓବାଦୀ ନିହତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ ମଙ୍ଗଳବାର ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ ବେଳେ ଏନ୍‌କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀମାନେ
Read More...

ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ଡ. ଆମ୍ବେଦକର କ୍ଲବ ଆୟୋଜନରେ ଜ୍ୟୋତିଷ କୁମାର ମୁଗ୍ରୀଙ୍କ ସଭାପତିତ୍ୱରେ ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ସ୍ଥାନୀୟ ଢୋଲମହୁରୀ ଭବନ ଠାରେ ବ୍ଲକ ସ୍ତରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ତରଣୀସେନ ଦୀପ ଯୋଗ ଦେଇ ଡ.
Read More...

ନିଲାଥରବାସୀଙ୍କ ସ୍ୱପ୍ନ ପୂରଣ କଲେ ଟ୍ଵିଟର ଗାର୍ଲ ଦୀପା ବାରିକ : ବିଜୁ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟ୍ଵିଟର ମାଧ୍ୟମରେ ପଶ୍ଚିମ ଓଡ଼ିଶାର ହଜାର ହଜାର ଅସହାୟ ଲୋକଙ୍କ ସମସ୍ୟାର ସମାଧାନ କରି ଦେଶସାରା ଚର୍ଚ୍ଚାରେ ଥିବା ଟ୍ୱିଟର ଗାର୍ଲ ଦୀପା ବାରିକ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର ନିଜ ବ୍ଲକର ଦୁଇଟି ଗ୍ରାମକୁ ସଂଯୋଗ କରିବା ପାଇଁ
Read More...

ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଉପନିବେଶ ସମୟ ସହିତ ଜଡିତ ଜିନିଷଗୁଡିକରୁ ମୁକ୍ତି ପାଇବା ପାଇଁ ସରକାର ଏହି ପଦକ୍ଷେପ ନେଇ ଜାତୀୟ ଉଦ୍ୟମ ଅନୁଯାୟୀ ଏକ ନୂତନ ଡିଜାଇନ ପ୍ରଦାନ ପାଇଁ ପ୍ରୟାସ
Read More...

କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଣ୍ଡିଚାମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୋମବାର ରାତିରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ
Read More...

ବିଭିନ୍ନ ଦାବୀ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ

ରାଇରଙ୍ଗପୁର : ବିଭିନ୍ନ ଦାବୀ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା କରି ଶହ ଶହ ଅଙ୍ଗନବାଡ଼ି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଗୋଲେଇ, ବିଜୁ ପଟ୍ଟନାୟକ ଛକ ଡାକ୍ତରଖାନା ଛକ, ବସ ଷ୍ଟାଣ୍ଡ, କୋର୍ଟ ଦେଇ ବାମାନଘାଟି ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Read More...

ପଦ୍ମପୁର ଉପନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଭୋଟରଙ୍କ ସଂଖ୍ୟା ୧୩୬୭୪ ରହିଥିବା ବେଳେ ୯୪୫୪ ଜଣ (୬୯.୧୪%) ଭୋଟ ଦେଇଥିଲେ । ପଦ୍ମପୁର ବ୍ଲକ ଅଞ୍ଚଳରେ ୯୩୯୩୬ ଭୋଟରଙ୍କ ମଧ୍ୟରୁ ୭୬୩୮୩ ଜଣ
Read More...