Daily Archives

ବ୍ରାଉନ ସୁଗର ଜବତ : ୬୦ ବର୍ଷିୟ ବୃଦ୍ଧା ଗିରଫ

ଢେଙ୍କାନାଳ : ଢେଙ୍କାନାଳ ସହର ଲକ୍ଷ୍ମୀବଜାର ଅଞ୍ଚଳର ଜଣେ ୬୦ ବର୍ଷିୟ ବୃଦ୍ଧା ଶାନ୍ତିଲତା ସ୍ଵାଇଁ ଘରେ ବ୍ରାଉନସୁଗର ବେପାର କରୁଥିବା ବେଳେ ଢ଼େଙ୍କାନାଳ ଅବକାରୀ ବିଭାଗର ଚଢାଉ କରି ତାଙ୍କୁ କାବୁ କରିଛି । ଶାନ୍ତିଲତାଙ୍କ ଠାରୁ ୬୮ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ମୂଲ୍ୟ
Read More...

ଆସନ୍ତାକାଲି ଏକବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଅପରାହ୍ନରେ ସ୍ଥାନୀୟ ପତିତପାବନ ଏକାଡେମୀର ସଭା ଗୃହରେ ଏକବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ପ୍ରସ୍ତୁତି ବୈଠକର
Read More...

ରେଣ୍ଡୋ ମାଝୀ ଜୁନିଅର କଲେଜରେ ସ୍ୱାଗତ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀଠାରେ ଥିବା ରେଣ୍ଡୋ ମାଝୀ ଜୁନିଅର ମହାବିଦ୍ୟାଳୟରେ ସ୍ୱାଗତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଇଯାଇଛି । ସଭାପତି ଧନସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ବିଓବି ବ୍ୟାଙ୍କକୁ ନକଲି ସୁନା ଦେଇ ଋଣ ନେବାକୁ ଠକୁଥିଲେ : ପୋଲିସ ହାତରେ ଧରାପଡିଲେ ୭ଜଣ

ସୋନପୁର, (କେପିଏନ୍‌ଏସ୍‌) : ବିଓବି ବ୍ୟାଙ୍କକୁ ନକଲି ସୁନା ଦେଇ ଋଣ ନେବାକୁ ଠକୁଥିଲେ । ୭ଜଣଙ୍କୁ ବାନ୍ଧିନେଲା ପୋଲିସ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିଲେ ୭ ଜଣ । ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ
Read More...

ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ଆନୁକୂଲ୍ୟରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜିଲ୍ଲାପାଳ ଚଞ୍ଚଳ ରାଣା
Read More...

୧୭ ଦଫା ଦାବୀ ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଅଧିକ ଶ୍ରମିକ । ୧୭ ଦଫା ଦାବୀ ନେଇ ପାରାଦ୍ଵୀପ-ଏର୍‌ସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ । ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ
Read More...

ବାଇକ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ ଅଭିଯୋଗ

ବାସୁଦେବପୁର : ବାସୁଦେବପୁର ସହର ମଧ୍ୟରେ ଏକ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫୫ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଇରମ ନୂଆଗାଁ ଗ୍ରାମର ରତିକାନ୍ତ ରାୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ରାୟ ମଙ୍ଗଳବାର ସକାଳେ
Read More...

ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମଗିରିରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମଟି ପୁରୀ ଜିଲ୍ଲା ଶିକ୍ଷାଧିକାରୀ, ବ୍ରହ୍ମଗିରି ମଣ୍ଡଳ
Read More...

ନିଜସ୍ଵ ମତ : ଚରିତ୍ରହୀନା

ବବିତା ମହାପାତ୍ର ଅନେକ ଦିନ ଧରି ଚରିତ୍ରହୀନା ଶବ୍ଦଟି ମତେ ଅଦ୍ଭୁତ ମନେ ହେଉଥିଲା । ଚରିତ୍ର ଶବ୍ଦର ପ୍ରକୃତ ସଂଜ୍ଞା କଣ ମୁଁ ଆଦୌ ଜାଣି ନଥିଲି । ହୁଏତ' ଏଯାଏ ବି ନିର୍ଦ୍ଧିଷ୍ଟ ଭାବେ ସ୍ପଷ୍ଟ ନୁହେଁ । କିଛିଦିନ ପୂର୍ବରୁ ମୋର ପରିଚିତ ଜଣଙ୍କର ଦେହାନ୍ତ ହେବାର ଖବର ମତେ ଆଉ ଜଣେ
Read More...