pakka
Daily Archives

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଧରାପଡିଲେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି, ଭିଡିଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଜଣେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି ଧରାପଡିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରୁ ଯାହା ଜଣାପଡିଛି ଯେ, ଯୁବତୀ ଜଣକ ତାଙ୍କ
Read More...

ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତରେ ସମସ୍ତଙ୍କ ପାଇଁ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର
Read More...

୨ ବାଇକ୍ ମୁହାଁମୁହିଁ ଧକ୍କା, ୧ ଗୁରୁତର

ତିଗିରିଆ : ଆଜି ମଧ୍ୟାହ୍ନ ସମୟରେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ନୂଆସଡକ ଠାରେ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ଵର ରାଜ୍ୟ ରାଜପଥରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରାଜୁ ବେହେରା(୧୭)
Read More...

ଆଜିଠୁ କୋଣାର୍କ ଇକୋ ରିଟ୍ରିଟ : ୩ ମାସ ଧରି ଚାଲିବ

କୋଣାର୍କ : ଆଜିଠୁ ଆରମ୍ଭ ହେଉଛି କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ । ପ୍ରାକୃତିକ ପରିବେଶରେ ଏକ ଅନନ୍ୟ ଅନୁଭୂତି ସାଉଁଟିବେ ଏଠାକୁ ଆସୁଥିବା ପର୍ୟ୍ୟଟକମାନେ । ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ୱର୍ଣ୍ଣାଭ ବେଳାଭୂମି ବେଶ ଚଳଚଞ୍ଚଳ ହୋଇଉଠିବ । ବେଳାଭୂମିରେ ୫୦
Read More...

କୋଣାର୍କ ଇକୋ ରିଟ୍ରିଟକୁ ଉଦ୍‌ଘାଟନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା

କୋଣାର୍କ : ପ୍ରାକୃତିକ ପରିବେଶର ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ୱର୍ଣ୍ଣାଭ ବେଳାଭୂମିରେ କୋଣାର୍କ ଇକୋ ରିଟ୍ରିଟ ଆରମ୍ଭ ହୋଇଯାଇଛି । ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଫିତାକାଟି ଉଦ୍‌ଘାଟନ କରିଥିଲେ । ପ୍ରଥମ ଦିନରେ ୩୨ ତମ୍ବୁଘର
Read More...

ଜେବିବିଏସଏନରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ୧୦ଟାରେ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନର ତାଲିମ କେନ୍ଦ୍ରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ବର୍ଷର ପ୍ରିତେଶ ରଞ୍ଜନ ପାଣିଗ୍ରାହୀ, ସୌମ୍ୟରଞ୍ଜନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ବସ୍ ଚାଳକ ଅଟକ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଥାନା ନିକଟ ମାଉସୀ ମା' ମନ୍ଦିର ସାମ୍ନାରେ ଗୁରୁବାର ସକାଳେ ଏକ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ସହର ଉପକଣ୍ଠ କୁଶାସିଙ୍ଗା ଗ୍ରାମର ଧନେଶ୍ୱର ବେହେରା । ଧନେଶ୍ୱର ଜଣେ କାଠ ମିସ୍ତ୍ରୀ । ସହର ଉପକଣ୍ଠ
Read More...

ଗଞ୍ଜାମ ବ୍ଲକରେ ଶୋକାକୁଳ ପରିବେଶ ମଧ୍ୟରେ ଜିଆରଏସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତର ଜିଆରଏସ ଲକ୍ଷ୍ମୀ ଚରଣ ସାହୁ(୪୫)ଙ୍କ ଅକାଳ ବିୟୋଗରେ ଗଞ୍ଜାମ ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ମର ଶରୀର ଗଞ୍ଜାମ ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବ୍ଲକ ଗୋଷ୍ଠୀ ଉନ୍ନୟନ
Read More...

ଓଡିଶା ସାଇନିଂ ଆଇକନ ସିଜନ ୫ର ସାଇନିଂ ରକର୍ସ ଆସନ୍ତା ୧୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ଆସନ୍ତା ୧୮ ତାରିଖ ଦିନ ସଂଧ୍ୟା ୫ ଘଟିକା ସମୟରେ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ରାଉରକେଲା କ୍ଲବ ଠାରେ ଆୟୋଜିତ ଏହି
Read More...

ଜଗତସିଂହପୁରରେ ୨୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟିତବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ ଆଠ ଲକ୍ଷ ଲୋକ ଉପକାର ପାଇଲେଣିଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ ଆମେ କାମ କରୁଛୁ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର
Read More...