Daily Archives

ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲା ଶୁଣାଣି

କୋରାପୁଟ : ଆଜି ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲାରେ ଶୁଣାଣି ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦ ଲାଗି ଆସିଛି । କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ
Read More...

ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ

ପାତ୍ରପୁର : ଜରଡ଼ା ଥାନା ମୁଣ୍ଡୁକେରି ଗ୍ରାମ ପୋଖରୀ ହୁଡ଼ା ନିକଟରୁ ଏକ ଡ଼କାୟତ ଗ୍ୟାଙ୍ଗକୁ ଗତକାଲି ଜରଡ଼ା ପୁଲିସ କାବୁ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୬ଜଣିଆ ଦଳ ବିଶିଷ୍ଟ ଏକ ଡ଼କାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରିଥିବା ସମୟରେ ପୁଲିସ ସେମାନଙ୍କୁ କାବୁ
Read More...

ନବରଙ୍ଗପୁର ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ରଙ୍କ ପଦୋନ୍ନତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ର ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ରୁ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ)ଭାବେ ପଦୋନ୍ନତି ପାଇଛନ୍ତି । ଭାରତ ସରକାରଙ୍କର ପର୍ସନାଲ, ପବ୍ଲିକ ଗ୍ରିଭାନ୍ସ ଓ ପେନ୍‍ସନ୍‍ ମନ୍ତ୍ରଣାଳୟର ପର୍ସନାଲ ଓ ତାଲିମ ବିଭାଗ ପକ୍ଷରୁ
Read More...

ପ୍ରାର୍ଥୀପତ୍ର ଯାଂଚ ସରିଲା ପ୍ରତ୍ୟାହାର ପାଇଁ ଉଦ୍ୟମ ଆରମ୍ଭ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ଗ୍ରାମାଞ୍ଚଳ ସରଗରମ ହେବାରେ ଲାଗିଛି । ପ୍ରାର୍ଥୀପତ୍ର ଯାଂଚପରେ ଏବେ କିଛିଲୋକ, କିଛି ପ୍ରଭାବଶାଳୀ ପ୍ରାର୍ଥୀ ଅନ୍ୟ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି ।
Read More...

ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଆରତୀ ସାହୁଙ୍କ ସଭାପତିତ୍ୱ ଓ ବରିଷ୍ଠ ସଦସ୍ୟ ଡ.ବିନୋଦ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉପଦେଷ୍ଟା ଡାକ୍ତର
Read More...

ସୁବାଷ ଜୟନ୍ତୀ ଅବସରରେ ମୋ ଚାଟଶାଳୀର ଶିଶୁଙ୍କ କ୍ରୀଡା ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ଗୁଡଖାପଲା ମୋ ଚାଟଶାଳୀ କେନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଏବିଓ ଅଜିତ
Read More...

ମୁଁ ଏବେ ବି ଅନୁଭବ କରୁଛି ଯେ, ଶିବସେନା ବିଜେପି ସହ ରହି ୨୫ ବର୍ଷ କାଳ ବର୍‌ବାଦ୍‌ କରିଛି : ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ଦିନ ହିନ୍ଦୁତ୍ୱକୁ ରାଜନୈତିକ ସୁବିଧା ଅନୁଯାୟୀ ବ୍ୟବହାର କରୁଥିବା ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ଦଳ ରାଜ୍ୟ ବାହାରେ ବିସ୍ତାର ହେବାକୁ ଚେଷ୍ଟା କରିବ ଏବଂ ଜାତୀୟ ଭୂମିକା ଗ୍ରହଣ କରିବ । ସେ
Read More...

ମୁମ୍ବାଇରେ ପୁଣି ଖୋଲିଲା ସ୍କୁଲ, ପିଲାମାନେ ଖୁସ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିିଁ । କିନ୍ତୁ ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ନାମ ମଧ୍ୟ ଅନ୍ତର୍ଭୁକ୍ତ । ବିଏମସି ମୁମ୍ବାଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ
Read More...

ଆତଙ୍କବାଦୀ ଆକ୍ରମଣରେ ଚୀନ୍‌ର ୩୬ ଜଣ ପୀଡିତଙ୍କୁ ପାକିସ୍ତାନ ୧.୧୬ କୋଟି ଡଲାର୍ ସହାୟତା ପ୍ରଦାନ କରିବ

ଇସ୍‌ଲାମାବାଦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଚୀନ୍‌ର ବନ୍ଧୁତା ଅତ୍ୟନ୍ତ ଗାଢ଼ ଦେଖାଯାଉଛି । ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ସାଧାରଣ ନାଗରିକଙ୍କ ପାଇଁ ଚୀନ୍ ପାକିସ୍ତାନରୁ ବ୍ୟାପକ ସହାୟତା ସଂଗ୍ରହ କରିଛି । ଖବର ଅନୁଯାୟୀ, ଏକ ପ୍ରମୁଖ ଜଳ ବିଦ୍ୟୁତ୍
Read More...

ବାଇକକୁ ଧକ୍କା ଦେଲା ଅଜଣା ଗାଡି : ଜଣେ ମୃତ, ଜଣେ ଆହତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବାସୁଦେବପାଲି ନିକଟରେ ଭୋର ୪ଟା ସମୟରେ ଏକ ମର୍ମନ୍ତୁଦ ଘଟଣା ଘଟିଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏକ ବାଇକ୍‌କୁ ଅଜଣା ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଚୌରିଆଁପଦର
Read More...