Daily Archives

ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲ ପରିସରରେ 'ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ' ପରିବାର ପକ୍ଷରୁ ନେତାଜୀଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷକ ଗୋବର୍ଦ୍ଧନ ବରାଳ ପୌରହିତ୍ୟ କରି ବିଦ୍ୟାଳୟ
Read More...

ଡେଲାଙ୍ଗ ବ୍ଲକର ୩ଟି ଜୋନରେ ୧୪ ଜିଲ୍ଲା ପରିଷଦ ପ୍ରାର୍ଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ୧୫,୧୬ ଓ ୧୭ ନମ୍ଵର ଜୋନରେ ୧୪ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ୧୫ ନମ୍ଵର ଜୋନରେ ଗୀତାଞ୍ଜଳି ସ୍ୱାଇଁ, ପ୍ରଜ୍ଞା ଛୋଟରାୟ ଓ ସୁକାନ୍ତି ସାହୁ
Read More...

ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଅଞ୍ଜନା ସୁନାନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ସଦର ଗ୍ରାମର ଅଞ୍ଜନା ସୁନାନୀ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦୁମୁଣ୍ତା ପଞ୍ଚାୟତର ଉନ୍ନତି ବିକାଶ ମାର୍ଗରେ କାମ କରିବା ସହ ଲୋକଙ୍କ ସମସ୍ୟା
Read More...

ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ଦାମେନୀଙ୍କ ସ୍ୱାମୀ ଗିରଫ୍‌

ତୁରେକେଲା, (କୈଳାଶ ସଗରିଆ) : ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ନିର୍ୟାତିତା ଦାମେନୀଙ୍କ ସ୍ୱାମୀ ଗିରଫ୍‌ ହେବା ସହ ତାକୁ କୋର୍ଟ ହାଜତ୍‌କୁ ପଠାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦାମିନୀ ମେହେର ସେମଲା ଗାଁର ଜଣେ ଗରିବ ପରିବାରର ଝିଅ । ଛୋଟ ବେଳୁ ସେ
Read More...

ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୋଲି ସୂଚନା ମିଲିଛି । ଏହା ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ ହେବ ଏବଂ ସୀତାରମଣଙ୍କ ଦ୍ୱାରା ଏହା ହେଉଛି
Read More...

ବଲାଙ୍ଗିର ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା : ୩ ଗିରଫ, ୧୧୩ଟି ଦାମୀ ମୋବାଇଲ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରାଙ୍କୁ ଧରିବାରେ ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଏବେ ବଲାଙ୍ଗିର ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା । ଏହି ମାମଲାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୧୧୩ଟି ଦାମୀ ମୋବାଇଲ ଜବତ
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ‘ପାକ୍ଷିକ ପରିବେଶ ସୁରକ୍ଷା’ କବିତା ପାଠ ବ୍ୟାନର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ 'ପାକ୍ଷିକ ପରିବେଶ ସୁରକ୍ଷା କବିତା ପାଠ' ବ୍ୟାନରକୁ ମୁଖ୍ୟ ଅତିଥି ସମାଜର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସତ୍ୟବାଦୀ
Read More...

ଆଫଗାନିସ୍ତାନ ମହିଳାମାନେ ତଥାପି ତାଲିବାନ ବିରୋଧରେ ସ୍ୱର ଉଠାଇଲେ

କାବୁଲ : ତାଲିବାନ ତାର ଆତଙ୍କରାଜ ଚଳାଇଛି । କୋଡିଏ ବର୍ଷର ହିଂସାତ୍ମକ ସଂଘର୍ଷ ଏବଂ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଜବରଦଖଲ କରିଛି । ଏହା ପରେ ବି ଆଫଗାନିସ୍ତାନର କିଛି ମହିଳା ତାଲିବାନ ଆତଙ୍କରେ ଭୟଭୀତ ନହୋଇ ସ୍ୱର ଉତ୍ତୋଳନ
Read More...

ତିନିତିନି ଥର ସରପଞ୍ଚ ଥିବା ପ୍ରେମସିଂ ରାଉତଙ୍କ ନାମ ଭୋଟର ତାଲିକାରେ ନାହିଁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଜୋର ଗ୍ରାମପଞ୍ଚାୟତର ବାସିନ୍ଦା ପ୍ରେମସିଂ ରାଉତଙ୍କ ଭୋଟର ତାଲିକାରେ ନାମ ନଥିବାରୁ ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲରୁ ବଞ୍ଚିତ ହୋଇଛନ୍ତି । ସୂଚନା ଅନୁସାରେ ପ୍ରେମସିଂ ରାଉତ ପୂର୍ବରୁ
Read More...

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ୍ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ କରୋନା
Read More...
error: Content is protected !!