Daily Archives

କବିତା : ଆସ ଦିହେଁ ମିଶି ଲେଖିବା କବିତା

ପ୍ରହଲ୍ଲାଦ ଶତପଥୀ ଆସ, ଦିହେଁ ମିଶି ଲେଖିବା କବିତା ଏଇ ଶତାବ୍ଦୀରକବିତାରେ ଡେଇଁଯିବା ସୀମା ସରହଦ ଏଇ ପୃଥିବୀର ।ହସକୁ ଡେଇଁଯାଏ କବିତାଠିକ ସେମିତି ଆମେ ଡେଇଁଯିବା ଆଖିସବୁରେଢେଉ ଖେଳୁଥିବା ଲୁହ ସବୁକୁ ।ଶବ୍ଦ ନାଆ ହୁଏ, ନାବିକ ହୁଏଶବ୍ଦ ବେଳେବେଳେ ସମୁଦ୍ର ବି ହୁଏ ।କବିତା ଭିତରକୁ
Read More...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭାମିକାଙ୍କ ଫଟୋ : ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ । ରବିବାର ଦିନ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ବିରାଟ ୫୦ ରନ୍‌ ସଂଗ୍ରହ କରିବା ପରେ ଅନୁଷ୍କା ତାଙ୍କ ଝିଅ ସହିତ
Read More...

ପଞ୍ଜାବରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ

ନୂଆଦିଲ୍ଲୀ : ପଞ୍ଜାବରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ ସମସ୍ତ ରାଜନୈତିକ ଦଳ ନିଜର ବିଜୟ ଦାବୀ କରୁଛନ୍ତି । ଏହି ସମୟରେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ପଞ୍ଜାବକୁ ନେଇ ଏନ୍‌ଡିଏର ଦୃଷ୍ଟିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ
Read More...

କରୋନା ପଜିଟିଭ୍‌ ହେଲେ ଶରଦ ପାୱାର

ନୂଆଦିଲ୍ଲୀ : କରୋନାରେ ପଜିଟିଭ୍‌ ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିବି ଅଧ୍ୟକ୍ଷ ଶରଦ ପାୱାର । ଏନେଇ ସେ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ସମସ୍ତ ପ୍ରକାର
Read More...

କେରମେଲି ପଞ୍ଚାୟତରେ ସମିତି ସଭ୍ୟା ପାଇଁ ଲଢ଼ୁଛନ୍ତି ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତର ଉନ୍ନତି ପାଇଁ ସମିତି ସଭ୍ୟା ଭାବେ ଚଳିତ ପଞ୍ଚାୟତ ନିର୍ବାଚନରେ ସରୋଜିନୀ ସାହୁ ଲଢ଼ୁଥିବା ବେଳେ ଗତ ୨୦୧୭ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ଭାବେ ସଇଁନ୍ତଲା ବ୍ଳକ ୩୨ ନମ୍ୱର ଜୋନରେ ବିପୁଳ
Read More...

ବଲାଙ୍ଗିର ବିଜେପି କର୍ମୀ ମହଲରେ ଅସନ୍ତୋଷ : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଅଭିଯୋଗ ଆଣିଲେ ବିଜେୱାଇଏମ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେପି କର୍ମୀ ମହଲରେ ଅସନ୍ତୋଷ ଘନାଉଥିବା ପରିଲକ୍ଷିତ ହେଉଛି । ଭାରତୀୟ ଜନତା ଯୁବ ମୋର୍ଚ୍ଛା ଜିଲ୍ଲା ଉପସଭାପତି ଭୋଳାନାଥ ସାହୁ ଅଭିଯୋଗ କରିଛନ୍ତି ଯେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବଲାଙ୍ଗିର ୧୩ ନଂ. ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ
Read More...

ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ ପାଇଁ ରାଜବୋଡାସମର କୃଷକ ସଂଗଠନ ପକ୍ଷରୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କୃଷି କାର୍ଯ୍ୟାଳୟଠାରେ ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନର ପ୍ରତିନିଧି ଓ ଚାଷୀମାନଙ୍କୁ ଡକା ହୋଇଥିଲା । ଇନ୍ସୁରେନ କମ୍ପାନୀର କର୍ମଚାରୀ ଖାଲି
Read More...

ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁସମାଳ ଗ୍ରାମର ମୃଗ ଭୋଇଙ୍କୁ ଅପହରଣ ନେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ପିଙ୍କି ଭୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମତେ କୁସମାଳ ଗ୍ରାମର ମୃଗ ଭୋଇ ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ
Read More...

ସେଲ୍ ଇସ୍ପାତ ହିଁ ଆତ୍ମନିର୍ଭର ଭାରତ ଗଠନର ମେରୁଦଣ୍ଡ-ଯୁବ ହଷ୍ଟେଲସ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଦ୍ୱରା ଆୟୋଜିତ ତଥା ଆରଏସସିଟି ସହଯୋଗରେ ସ୍ଥାନୀୟ ସେକ୍ଟର-୨ ସ୍ଥିତ ମ୍ୟାକ୍ସମୁଲାର ଭବନ ପରିସରରେ ସେଲ୍ ଗୈାରବ(ପ୍ରତିଷ୍ଠା) ଦିବସ କୋଭିଡ ଗାଇଡ ଲାଇନ ମୁତାବକ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ
Read More...

ମର୍ମନ୍ତୁଦ ଦୁର୍ଘଟଣା : ବସ୍‌ ଖସିଲା ଖାଲରେ, ୨ ଜଣଙ୍କର ମୃତ୍ୟୁ ଓ ୧୮ ଜଣ ଯାତ୍ରୀ ଆହତ

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ବସ୍‌ ଅନିୟନ୍ତ୍ରିତ ଭାବରେ ଖାଲରେ ଖସି ପଡ଼ିଛି । କ୍ଷୀପ୍ର ଗତି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ପୋଲିସର ସୂଚନାନୁସାରେ, ଏହି ବସ୍‌ରେ
Read More...