Daily Archives

ମାକ୍ସ ପିନ୍ଧିନଥିବା ଅମାନିଆଙ୍କଠାରୁ ଜୋରିମାନ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ତୃତୀୟ ଲହର ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର କେତକ ମାର୍ଗଦର୍ଶୀକା ଓ କୋଭିଡ କଟକଣା ଜାରୀ କରିଛନ୍ତି । ମାକ୍ସ ପିନ୍ଧିବା, ଭିଡରୁ ଦୂରେଇ ରହିବା, ସାମାଜିକ ଦୂରତ୍ଵ ରକ୍ଷା ଓ ହାତ ଧୋଇବା ଉପରେ ଗୁରୁତ୍ବ ଦିଆଯାଇଛି । କରୋନାର
Read More...

ଗଞ୍ଜାମ ମହାବିଦ୍ୟାଳୟରେ କୋଭିଡ ଟୀକାକରଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ମହାବିଦ୍ୟାଳୟରେ ରେଡ଼କ୍ରସ ସଂସ୍ଥା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଗଂଜାମ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ୧୫ ବର୍ଷରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ କାରାଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ
Read More...

ଗତ ୨୪ ଘଂଟାରେ ୨୭୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୦୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୨୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୯ ଜଣ
Read More...

ବୋବାଲ୍‌ କରୁଛି ସଂକ୍ରମଣ : ଆଜି ବଲାଙ୍ଗିରରେ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ତୃତୀୟ ଲହର ବୋବାଲ୍‌ କରିବା ଆରମ୍ଭ କଲାଣି । ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୫୪ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏଭଳି ବିସ୍ଫୋରକ ସଂକ୍ରମଣ ପରିସ୍ଥିତି ପ୍ରତି ପ୍ରତ୍ୟେକ ବଲାଙ୍ଗିରବାସୀ ଓ ଜିଲ୍ଲା ପ୍ରଶାସନ
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨-ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରୀୟ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ
Read More...

କରୋନା ସଂକ୍ରମଣର ତୃତୀୟ ଲହର ମୁକାବିଲା ପାଇଁ ଅଂଟା ଭିଡ଼ିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ : ଖୋଲିଲା ୨୪X୭ କଂଟ୍ରୋଲ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ତୃତୀୟ ଲହରର ମୁକାବିଲା ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ୨୪X୭ କଂଟ୍ରୋଲ ରୁମ୍‌ ଖୋଲାଯାଇ ଜାରି କରାଯାଇଛି ହେଲ୍‌ପ ଲାଇନ୍‌ ଯୋଗାଯୋଗ ନମ୍ବର । ବଲାଙ୍ଗିର ଜିଲ୍ଲାର କୋଭିଡ଼-୧୯ ସଂପର୍କିତ ପଚରାଉଚୁରା, ଅଭିଯୋଗ, ଅନୁରୋଧ
Read More...

ସମ୍ଭାବ୍ୟ କୋଭିଡ୍‌ର ତୃତୀୟ ଲହରର ମୁକାବିଲା ନିମନ୍ତେ ପୌରାଞ୍ଚଳ ଏବଂ ହସ୍ପିଟାଲ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ କୋଭିଡ୍‌ର ତୃତୀୟ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲା, ପୌରାଞ୍ଚଳଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହିତ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ
Read More...

ବନବିଭାଗ ପକ୍ଷରୁ ପକ୍ଷୀ ଗଣନା : ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୯୭୦୦ ପକ୍ଷୀ ବୃଦ୍ଧି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଡିଭିଜନର ବିଭିନ୍ନ ରେଞ୍ଜ ଅଞ୍ଚଳରେ ପକ୍ଷୀ ଗଣନା ୧୫ ତାରିଖରେ ଶେଷ ହୋଇଯାଇଛି । ସୂଚନା ଅନୁସାରେ ଗତ ବର୍ଷ ୨୪ ହଜାର ୨୯୮ଟି ପକ୍ଷୀ ଗଣନା ହୋଇଥିବା ବେଳେ ଚଳିତ ବର୍ଷ ୩୩ ହଜାର ୯୯୮ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା
Read More...

୨ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପର ଭିତ୍ତିସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର, ଆଇଆର୍‌ଇ ପ୍ଲାଣ୍ଟ ଏରିଆ, ଛତ୍ରପୁର ସହରତଳି ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱାଭାବିକ ଭାବେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଏକ ଉନ୍ନିତ ବ୍ୟବସ୍ଥାପନାର ସକ୍ରିୟକରଣ କରାଯାଉଛି । ଏଥିନିମନ୍ତେ ଭୂତଳ ଜଳ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳଙ୍କ ଦ୍ଵାରା ପ୍ରକାଶିତ ହୋଇଛି । ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ୨୫୩ଟି ଗ୍ରାମ ପଞ୍ଚାୟତ ସକାଶେ ଆଜି ସରପଞ୍ଚ, ସମିତି ସଭ୍ୟ ଏବଂ ୱର୍ଡ ସଭ୍ୟ ସଭ୍ୟା ପଦବୀ
Read More...
error: Content is protected !!