Daily Archives

ଓବିସି ସଂରକ୍ଷଣରେ ଦାବୀରେ ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଓବିସି ମାନଙ୍କୁ ଅଣଦେଖା କରିବା ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ଓବିସି ସଂରକ୍ଷଣରେ ଦାବୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ
Read More...

ଗିରଫ୍‌ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ କଲା ସଦର ଥାନା ପୋଲିସ : ସୂଚନା ଦେଲେ ଆଇଆଇସି ଶ୍ରୀକାନ୍ତ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗିରଫ୍‌ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ । ସୂଚନାଯୋଗ୍ୟ ଯେ, ଗତ୫ ତାରିଖ ରାତି ପ୍ରାୟ ୨ଟା୪୦ମି.ରେ ସିନ୍‌ଖମନ୍‌ ପାଖ ବ୍ରିଜ ପାଖରେ ଦେଓଗାଁ ପଟକୁ ଯାଉଥିବା ଏକ ଓଏଲ୍‌ ଟେଙ୍କର୍‌
Read More...

ଆନ୍ତରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ସବୁଜ-ଇନ୍ଧନ କରିଡ଼ର : ଦ୍ୱିତୀୟ ପର୍ୟ୍ୟାୟକୁ କ୍ୟାବିନେଟ ମଞ୍ଜୁରି

ମୋଟ ଆନୁମାନିକ ୧୨,୦୩୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯିବ ଏହି କରିଡ଼ର୨୦୩୦ ସୁଦ୍ଧା ୪୫୦ ଗିରାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଏହି ଯୋଜନା ସହାୟକ ହେବ ନୂଆଦିଲ୍ଲୀ (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର
Read More...

ଲଘୁ ଖଣିଜ ଦ୍ରବ୍ୟ ଚାଲାଣରେ ଜାଲିଆତି : ଜାଲ ରସିଦ ଦ୍ଵାରା ବର୍ଷ ବର୍ଷ ଧରି ଲୁଟୁଛନ୍ତି କୋଟି କୋଟି ଟଙ୍କା, ରାଜସ୍ୱ…

ଦେଓଗାଁ, (ମନୀଷ କୁମାର ସାହୁ) : ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାର ଯେତେ ନିୟମ ତିଆରି କରୁଛନ୍ତି, ଅସାଧୁ ବ୍ୟବସାୟୀମାନେ ସେତେ ବାଟ ଭାଙ୍ଗି ଲୁଟି ଚାଲିଛନ୍ତି । ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଦେଖିବାକୁ ମିଳୁଛି । ଏହି
Read More...

ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ମାକ୍ସ ଚେକିଙ୍ଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ପୋଲିସ ପକ୍ଷରୁ ଟାଉନ୍‌ଥାନା ସମ୍ମୁଖରେ ଚାଲିଛି କଡାକଡି ମାକ୍ସ ଚେକିଙ୍ଗ୍‌ । ବଲାଙ୍ଗିର ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି । ସବୁ ବେଳେ ମାକ୍ସ ପିନ୍ଧିବାକୁ
Read More...

ପ୍ରଶାସନକୁ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ପିଏଫଏମଏସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି: ମହାଲେଖା ନିୟନ୍ତ୍ରକ…

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପିଏଫଏମଏସ କର୍ମଶାଳା ଆୟୋଜିତଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ପିଏଫଏମ୍‌ଏସ୍‌ ବିଭାଗ ପକ୍ଷରୁ ସାର୍ବଜନୀନ ଅର୍ଥ ପରିଚାଳନା
Read More...

ବୃନ୍ଦାବତୀ ବେହେରାଙ୍କ ଦୁଃଖ ପ୍ରଶାସନ ଦେଖିବ କେବେ : ଆବାସ ଯୋଜନାରୁ ବଞ୍ଚିତ ବୃନ୍ଦାବତୀ ବେହେରା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ପ୍ରଶାସନର ଅବହେଳା କି ଜନପ୍ରତିନିଧିମାନଙ୍କ ଆନ୍ତରିକତା ନଥିବା ଯୋଗୁଁ ଜଣେ ୬୪ ବର୍ଷିୟ ହିତାଧିକାରୀ ଆବାସ ଯୋଜନାରୁ ବିଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।
Read More...

ଜାତୀୟ ରାଜପଥ କଡ଼ରେ ବେଆଇନ ମଦ ବିକ୍ରିକୁ ନେଇ ଦେଓଗାଁ ଥାନାରେ ଅଭିଯୋଗ କଲେ ମହିଳା ଏସ୍‌ଏଚ୍‌ଜି ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବେ ଜାତୀୟ ରାଜପଥ ୨୬ କଡ଼ରେ ଅର୍ଥାତ ବହଲି ଛକରେ ଭାଟି ମଦ, ବିଦେଶୀ ମଦ ସହ ଖୋଲା ମଦ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଖପାଖ ଗାଁର ଲୋକମାନେ ତଥା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକମାନେ ଏଠାରେ ମଦ ପିଇ
Read More...

୭୯ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବାୟା ବଜାରସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଗୁରୁବାର ବ୍ୟାଙ୍କ ପରିସରରେ ୭୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ୍ୱର ପ୍ରଧାନ, ସହକାରୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୮କୁ ବୃଦ୍ଧି ପାଇଛି । ମୃତ ଖୋର୍ଦ୍ଧା ଜିଲ୍ଲାରୁ ୭୮ ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ
Read More...