pakka

ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ମାକ୍ସ ଚେକିଙ୍ଗ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ପୋଲିସ ପକ୍ଷରୁ ଟାଉନ୍‌ଥାନା ସମ୍ମୁଖରେ ଚାଲିଛି କଡାକଡି ମାକ୍ସ ଚେକିଙ୍ଗ୍‌ । ବଲାଙ୍ଗିର ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି । ସବୁ ବେଳେ ମାକ୍ସ ପିନ୍ଧିବାକୁ ବାରାମ୍ବାର ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଏସ୍‌ଡିପିଓ ତୋଫାନ ବାଗ୍‌ ଏବଂ ଟାଉନ୍‌ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ବିଶେଷ ତତ୍ୱାବଧାନରେ ଜାରି ରହିଛି କଡାକଡି ମାକ୍ସ ଚେକିଙ୍ଗ୍‌ ।

jay balangir
Leave A Reply

Your email address will not be published.

twelve + thirteen =

error: Content is protected !!