Daily Archives

ଖରିଦପିପଳ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ସେବା ସମବାୟ ସମିତିରେ ବରିଷ୍ଠ ନାଗରିକ ତଥା ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ମଣ୍ଡିକୁ ପୁରୋହିତ ନନ୍ଦକିଶୋର ପାଣିଗ୍ରାହୀ ପୂଜାପାଠ କରିଥିବା ବେଳେ ସମ୍ମାନୀତ
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ଉନ୍ନତି କଳ୍ପେ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗିରିଧାରୀ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସଭାପତି ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଉପରେ ସଭ୍ୟମାନଙ୍କୁ ଆଲୋକପାତ କରିଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ସଭା ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
Read More...

‘ପଞ୍ଜାବକୁ ବଦନାମ କରି ଅନ୍ୟ ରାଜ୍ୟରେ ଲାଭ ଉଠାଇବାକୁ ଚାହୁଁଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ ସୁରକ୍ଷା ମାମଲାରେ…

ନୂଆଦିଲ୍ଲୀ : ପଞ୍ଜାବର ଫିରୋଜପୁରରେ ଏକ ରାଲି କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବ ପ୍ରସଙ୍ଗ ସାରା ଭାରତରେ ଆଲୋଚନାର ବିଷୟ ପାଲଟିଛି । କଂଗ୍ରେସର ପଞ୍ଜାବ ୟୁନିଟ୍‌ ସଭାପତି ନବଜୋତ ସିଂ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ
Read More...

ଅନ୍ତେବାସୀଙ୍କ ଗହଣରେ ପୁଅର ଜନ୍ମଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଯୁବ ସାମ୍ବାଦିକ ରିଙ୍କୁ ଦେବତା ଓ ତାଙ୍କ ପତ୍ନୀ ଶ୍ରୀମତୀ ଲିଜି ମହାପାତ୍ର ନିଜ ପରିବାରଙ୍କ ସହ ଉପସ୍ଥିତ ରହି ତାଙ୍କ ୩ ବର୍ଷର ପୁଅ ଇଶାନ୍ତ ଦେବତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ବିଜେପୁର ବ୍ଲକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪

ବଲାଙ୍ଗିର, (କେପିଏନ୍‌ଏସ) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଳକ ଡୁଡ଼ୁକା ଗ୍ରା.ପ. ଓ ରୋତ ଗ୍ରା.ପରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସଦେଇପାଲି ଗ୍ରା.ପ.,
Read More...

ଆସନ୍ତା ୧୦ ତାରିଖରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ କେନ୍ଦ୍ର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏକ ଘନୀଭୂତ ପଶ୍ଚିମା ଝଡ଼ ଆଜିଠାରୁ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ୱବର୍ତ୍ତୀ
Read More...

ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଭିତ୍ତି ପ୍ରସ୍ତର ଦେଲେ ନରସିଂହ

ମନୋରଂଜନ ସହ ରୋଜଗାର ଦେବ ମହାରାଣୀ ସାଗର - ନରସିଂହଦୁଇଟି ପାର୍କିଂ ସହ ଭେଣ୍ଡିଂ ଜୋନର ହେଲା ଉଦ୍‌ଘାଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : କଠିନ ପରିଶ୍ରମ ପରେ ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସଫଳତା ଆଡକୁ ଗତି କରୁଛି । ଏହି ପ୍ରକଳ୍ପକୁ ସାକାର କରିବା ପାଇଁ ଦୀର୍ଘ ବର୍ଷର
Read More...

ଡ୍ରୋନ୍‌ କିମ୍ବା ଟେଲିସ୍କୋପିକ୍‌ ଗନ୍‌ ଦ୍ୱାରା ପିଏମ୍‌ ମୋଦୀଙ୍କୁ ହତ୍ୟା କରାଯିବାକୁ ହୋଇଥିଲା ଷଡଯନ୍ତ୍ର : କେନ୍ଦ୍ର…

ନୂଆଦିଲ୍ଲୀ : ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଶୁକ୍ରବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ
Read More...

ଅସଂଯୋଗୀକୁ ସଂଯୋଗୀ କରଣ : ଓଡ଼ିଶାରେ ୩୯୩୩ ଗ୍ରାମରେ ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ ସ୍ଥାପନ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଅସଂଯୋଗୀ ଗ୍ରାମ ଗୁଡ଼ିକରେ ମୋବାଇଲ ଓ ଇଣ୍ଟରନେଟର ସେବାକୁ ମଜବୁତ କରିବା ସକାଶେ ଭାରତ ସରକାରଙ୍କ ଯୋଗାଯୋଗ, ରେଳବାଇ, ଇଲେକଟ୍ରନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୩୯୩୩ ଗ୍ରାମରେ ୪ଜି ସଂଯୋଗୀ କରଣ ପାଇଁ
Read More...