pakka

ଅନ୍ତେବାସୀଙ୍କ ଗହଣରେ ପୁଅର ଜନ୍ମଦିନ ପାଳନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଯୁବ ସାମ୍ବାଦିକ ରିଙ୍କୁ ଦେବତା ଓ ତାଙ୍କ ପତ୍ନୀ ଶ୍ରୀମତୀ ଲିଜି ମହାପାତ୍ର ନିଜ ପରିବାରଙ୍କ ସହ ଉପସ୍ଥିତ ରହି ତାଙ୍କ ୩ ବର୍ଷର ପୁଅ ଇଶାନ୍ତ ଦେବତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ବିଜେପୁର ବ୍ଲକ ଅନ୍ତର୍ଗତ ପାର୍ବତୀଗିରୀ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ କେକ୍ କାଟି ପାଳନ କରିଛନ୍ତି । ଅନ୍ତେବାସୀଙ୍କୁ ଫଳ, ମିଠା, ବିସ୍କୁଟ ଓ ମାକ୍ସ ଆଦି ବଣ୍ଟନ କରିଥିଲେ । ଅନ୍ତେବାସୀମାନେ ମଧ୍ୟ ପୁଅ ଇଶାନ୍ତକୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶ୍ରୀବାଦ କରି ତାଙ୍କ ଦୀର୍ଘାୟୁ କାମନା କରିଥିଲେ ।

Leave A Reply

Your email address will not be published.

eight + fourteen =