Yearly Archives

2021

କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଅମୃତ ମହୋତ୍ସବ ପାଳିତ : ମହାନ୍‌ ଗାନ୍ଧୀବାଦୀ ଉମାଚରଣ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ରହ୍ମପୁର କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଚିକିଟି ବ୍ଳକ ଅନ୍ତର୍ଗତ କତୁରୁ ଗ୍ରାମରେ ଆୟୋଜିତ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଗଞ୍ଜାମ ଜିଲ୍ଲାର ମହାନ୍‌ ସତ୍ୟାଗ୍ରହୀ ଓ
Read More...

ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଖପ୍ରାଖୋଲ ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଖପ୍ରାଖୋଲ ବ୍ଲକ ଗସ୍ତରେ ଆସି ବ୍ଲକରେ ଥିବା ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଥମେ ଲାଠୋରରେ ବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ ଥିବା ଦୁର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି
Read More...

ବିନା ପାଉଣାରେ ଶ୍ରମିକଙ୍କୁ କାମ କରାଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର : ନରସିଂହ

ପାଉଣା ଦାବୀରେ ଧାରଣା ଦେଲେ ମନହିରାର ମନରେଗା ଶ୍ରମିକକରୋନା କାଳରେ ଶ୍ରମିକଙ୍କୁ ପାଉଣା ପ୍ରଦାନରେ ସରକାର ହେଉଛନ୍ତି ଫେଲ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର
Read More...

କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା : ସଂଘ ନୂତନ କର୍ମକର୍ତ୍ତା ଗଠନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନରେ କାର୍ଯ୍ୟରତ‌ ସିଜିନାଲ କର୍ମଚାରୀ ମାନଙ୍କ ଆହ୍ୱାନ କ୍ରମେ କେନ୍ଦୁମୁଣ୍ଡି ଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗୁଣ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ ହେକ୍ଟର ପିଛା ୫୦ ହଜାର କ୍ଷତିପୂରଣ ଦାବୀ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡରେ ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖା ଦେଇଥିବା ବେଳେ ଚାଷୀ ସରକାରୀ ସହାୟତା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ କ୍ଷତି
Read More...

୧୦୦ କୋଟି ଲୋକଙ୍କୁ ଟୀକାକରଣ ସମ୍ପନ୍ନ ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ଅନ୍ୟତମ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ପରିସର ମଧ୍ୟରେ ଚାଲିଥିବା ଟୀକା କେନ୍ଦ୍ରରେ ଆଜିର ଦିନକୁ ଭାରତ
Read More...

ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ମୂରଲୀଧର ଟାଲିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ଲଳିତ କଳା ଏକାଡେମୀ ତରଫରୁ ପ୍ରଖ୍ୟାତ ଚିତ୍ରଶିଳ୍ପୀ ସ୍ୱର୍ଗତ ମୂରଲୀଧର ଟାଲିଙ୍କ ଜୟନ୍ତୀ ଉତ୍ସବ ଓଡିଶା ଲଳିତ କଳା ଏକାଡେମୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ଲଳିତ କଳା ଏକାଡେମୀର ସଭାପତି
Read More...

ମୁଖ୍ୟମନ୍ତ୍ରୀ ନବୀନଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ : ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼

ମୟୂରଭଞ୍ଜ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ବାରିପଦାକୁ ଗସ୍ତ କରି ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।
Read More...

ବିଜେପିରେ ଯୋଗଦେଲେ ଯୁବନେତା କୁମୁଦ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ବିଚାର ଧାରା ଏବଂ ମୋଦିଙ୍କ ବିକାଶ ମୂଳକ କାମ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଦୃଢ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଦହିଗାଁ ପଞ୍ଚାୟତ ଦର୍ଲିଗୁଡା ଗ୍ରାମର ଯୁବ ନେତା କୁମୁଦ ସାହୁଙ୍କ ସମେତ
Read More...

ମମିତା ହତ୍ୟା ମାମଲା : ଡେମୋ ଦେଖାଇଲା ଗୋବିନ୍ଦ

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗୋବିନ୍ଦ ଆଜି ମହାଲିଙ୍ଗ ଷ୍ଟାଡିୟମରେ ମର୍ଡରର ଡେମୋ ଦେଖାଇଛି । ଗୋବିନ୍ଦକୁ ଆଜି ଭୋର ୪ଟାରେ ନେଇ ସିନ୍ ରିକ୍ରିଏସନ୍ କରାଇଛି ପୋଲିସ୍ ।
Read More...