Yearly Archives

2021

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ବ୍ଲକ ସିହିନି ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଗତକାଲି ଶାନ୍ତିପଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ସହରର ଜଣାଶୁଣା ଦଳଗୁଡିକ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର
Read More...

ରାଧେ ଘରୁ ମିଳିଲା ମମିତାର ବିଭିନ୍ନ ସାମଗ୍ରୀ

ଟିଟଲାଗଡ, (ଅଜିତ କୁମାର ସାହୁ) : ରାଧେ ଘରୁ ମିଳିଲା ସୁରାଗ । ଯାହାକୁ ନେଇ ଚାଲିଛି ତଦନ୍ତ । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡୀର ଘରୁ ଏକ ବ୍ୟାଗ୍ ମିଳିଛି
Read More...

ଭୁଷୁଡି ଗଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪ଟା ସମୟରେ ଭୁଷୁଡି ଗଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ । ଏହି ଅଘଟଣକୁ ନେଇ ଧର୍ମ ବିଶ୍ୱାସୀମାନେ ଘୋର ଅମଙ୍ଗଳ ସୂଚନା ବୋଲି ମତ ଦେଉଛନ୍ତି । ଅନ୍ୟ ପକ୍ଷରେ ଏହି ଛାତ ଦୁର୍ବଳ ହୋଇ ପଡିଥିବା ବିଷୟ ମନ୍ଦିର ପୂଜକ ତଥା ଶ୍ରଦ୍ଧାଳୁ ମାନେ
Read More...

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭୁଏରପଡା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ଝିମନପାଲି(ଭୁଏର ପଡା) ଗାଁରେ ଦୀର୍ଘ ୨ ମାସ ହେବ ଗାଁରେ ଟ୍ରାନ୍ସଫର୍ମର ପୋଡି ଯାଇଥିବା ହେତୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଗ୍ରାମବାସୀ । ଯାହାକୁ ନେଇ ଅନେକ ଥର ବିଭାଗୀୟ
Read More...

ଜିଲ୍ଲାଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନାବାର୍ଡ ଡିଡିଏମ୍‌ ହଟକିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଏଡିଏମ୍‌ ବରଗଡ ମିର୍ଧା ଟପ୍ପୋ, ପିଡି ଡଆରଡିଏ
Read More...

ଜାତୀୟ ପ୍ରତିରକ୍ଷାବାହିନୀ ପକ୍ଷରୁ ସ୍ୱର୍ଣ୍ଣିମ ବିଜୟ ଦିବସ ଉତ୍ସବ ପାଳନ

ଗୋପାଳପୁର ବେଳାଭୂମିସ୍ଥ ଗୋଳାବନ୍ଧ ମିଲଟାରୀ ଷ୍ଟେସନଠାରେ ବିପୁଳ ଉତ୍ସାହର ସହ ବିଜୟ ଉତ୍ସବ ଉଦ୍‌ଘାଟିତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପ୍ରତିରକ୍ଷା ବହିନୀ ପକ୍ଷରୁ ଗୋପାଳପୁର ବେଳାଭୂମି ସ୍ଥ ଗୋଳାବନ୍ଧ ମିଲିଟାରୀ ଷ୍ଟେସନଠାରେ ବିଜୟ ସ୍ମୃତି ଉତ୍ସବ ପାଳିତ
Read More...

ଗତ ୨୪ ଘଂଟାରେ ୪୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୭୪୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଖପ୍ରାଖୋଲ କେନ୍ଦୁଲିଫ୍‌ର ରେଞ୍ଜର କେନ୍ଦୁପତ୍ର ବନ୍ଧେଇ ଶ୍ରମିକଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲଠାରେ କେନ୍ଦୁପତ୍ର ଅଫିସର ରେଞ୍ଜର ମହୋଦୟ ସୁରେଶ ତାଣ୍ଡି ବାରମ୍ବାର କିଛି ନାଁ କିଛି ଚର୍ଚ୍ଚାରେ ରହୁଛନ୍ତି । ଖପ୍ରାଖୋଲ ରେଞ୍ଜ ଅନ୍ତର୍ଗତ ମହରାପଦର ଫଡି ଘରେ ବନ୍ଧେଇ କାମ କରୁଥିବା ଶ୍ରମିକମାନେ ନିଜର ପ୍ରାପ୍ୟ ମାଗିବାରୁ
Read More...

କବିସୂର୍ଯ୍ୟନଗରର ଗୋଟିଏ ପରିବାର ଉପରେ ସଂଘବଦ୍ଧ ସଶସ୍ତ୍ର ଆକ୍ରମଣ : ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ନେଇ ଗଞ୍ଜାମ…

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ପରିବାରଙ୍କୁ ନିରାପତ୍ତା ଯୋଗାଇଦେବାକୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ ଜିଲ୍ଲା ମହକୁମାଠାରୁ ଅନତି ଦୂରରେ ଥିବା
Read More...