Yearly Archives

2021

ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଭାରପ୍ରାପ୍ତ
Read More...

ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଜମିପଟ୍ଟା ବଣ୍ଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ କୁଟାସିଂହା ପଂଚାୟତରେ ୨୦୦୫ ମସିହାରେ ପାଇଥିବା ପଟ୍ଟାରଜାଗା ୨୬୫ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଉକ୍ତ ଜମି ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ
Read More...

ନଭେମ୍ବର ୧ ବଲାଙ୍ଗିର ଦିନ୍‌ : ଇତିହାସକୁ ମନ୍ଥନ କରିବା ସଙ୍ଗେ ଭବିଷ୍ୟତ ଗଢିବାକୁ ପ୍ରେରଣା ଯୋଗାଇବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ନଭେମ୍ବର ୧ ଦିନ ବଲାଙ୍ଗିର ଦିନ୍‌ ପାଳନକୁ ସଫଳ କରିବା ପାଇଁ ବଲାଙ୍ଗିରର ବହୁ ଯୁବ ସଂଗଠନ, କଳାକାର ଓ ବୁଦ୍ଧିଜୀବୀ ଅଣ୍ଟା ଭିଡି ଉଦ୍ୟମ ଆରମ୍ଭ କରିଥିବା ବେଳେ ବଲାଙ୍ଗିର ଦିନ୍‌ ପାଳନର ଐତିହାସିକ ପୃଷ୍ଠଭୂମିକୁ ନେଇ ଏକ ଆଲୋଚକ୍ର ସ୍ଥାନୀୟ ପିପି
Read More...

କ୍ଷତିଗ୍ରସ୍ତ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ନରସିଂହ : ଶନିବାରରୁ ମଇଳା ସଫା, ରବିବାର ଦିନରୁ କାମ ଆରମ୍ଭ, ଘଟଣାର…

ଦେବୋତ୍ତର ସଂପତି ମିଳି ମିଶି ଖାଇ ଯାଉଛନ୍ତି ଅନେକ ସଂପତି ଥିବା ସତ୍ୱେ ଆମ ମନ୍ଦିର ଅବସ୍ଥା ଶୋଚନୀୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ମା’ ସମଲେଶ୍ୱରୀ ମନ୍ଦିର ସହିତ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଭାବାବେଗ ଜଡିତ ରହିଛି । ଆଜି ଅପରାହ୍ନରେ ଏହି ବହୁ ପୁରାତନ ମନ୍ଦିରର
Read More...

ସୃଜନ ସଳିତା ନବନୀତାର ପୂଜା ସଂଖ୍ୟା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତାର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ,
Read More...

ଆଜାଦହିନ୍ଦ୍ ସରକାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ବର୍ଷ ଓ ଆଜାଦହିନ୍ଦ୍ ସରକାରର ୭୯ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଆଲୋଚନା ସଭା ସାରା ଓଡିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ ପାଳନ କମିଟି ତରଫରୁ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀଠାରେ ଅନୁଷ୍ଠିତ
Read More...

ଜମଲା ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ ତାରୁ ୨୪ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ଦ୍ଵାରା ସକାଳୁ ରେଡ଼ ପତାକା ଉତ୍ତୋଳିତ ହେବା ପରେ ଉଦ୍‌ଘାଟନୀ
Read More...

ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଲୋକଙ୍କ ଭିଡ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କିଛି ଦିନ ଧରି ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଅନେକ ଜନସେବା କେନ୍ଦ୍ର, କମ୍ପୁଟର କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଅନଲାଇନରେ ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ
Read More...

ପଦ୍ମପୁରକୁ ମରୁଡି ଘୋଷଣା ଦାବୀରେ ବିରାଟ ଚାଷୀ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ମରୁଡି ଘୋଷଣା ଦାବୀରେ ଆଜି ପ୍ରାୟ ପାଞ୍ଚ ହଜାର ଚାଷୀ ଏକ ରେଲି କରି ମରୁଡି ଘୋଷଣା ଦାବୀ କରିଛନ୍ତି । ସେମାନେ ପଦ୍ମପୁର ଗୋରୁବଜାର ଠାରୁ ବାହାରି ଥାନାଛକ, ଭେଉଁରିଆ ଛକ ପର୍ଯ୍ୟନ୍ତ କୃଷକ ଏକତା ଜିନ୍ଦାବାଦ ଓ ଆମର
Read More...

ଭରୁଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା ଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଭରୁଆମୁଣ୍ଡା ଗ୍ରାମରେ ଆଶ୍ଵିନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ତିଥିରେ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣିବା ସହ ସ୍ଥାପନା କରଯାଇଥିଲା । ଘଣ୍ଟ ଶଂଖ ତାଳରେ ମାଁ ଗଜଲକ୍ଷ୍ମୀଙ୍କ
Read More...