Yearly Archives

2021

ଛତ୍ରପୁର ବ୍ଳକ୍ ବଡମାଧପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ବଡମାଧପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ କର କମଳରେ ବିଭିନ୍ନ ପ୍ରକଳ୍ପର ମାରାଥନ୍ ଉଦ୍‌ଘାଟନ ହୋଇଯାଇଛି ।
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ସହରାଞ୍ଚଳର ଏନ୍‌ଏସି ନିର୍ବାହୀ ଅଧିକାରୀ ନିଜ ଅଞ୍ଚଳର ପରିମଳ ବ୍ୟବସ୍ଥା ତଦାରଖ ନିମନ୍ତେ ୱାର୍ଡ ପରିଦର୍ଶନ କରିବେ । ଘରୁ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେବ । ସମସ୍ତ ସହରାଞ୍ଚଳର ସୌନ୍ଦର୍ଯ୍ୟିକରଣ ଓ
Read More...

ମମିତା ମେହେରଙ୍କୁ ନ୍ୟାୟ ମିଳିବା ଏବଂ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ବହିସ୍କାର କରିବା ଦାବୀରେ ଆମ୍ ଆଦମୀ ପାର୍ଟି ତରଫରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟା ମମିତା ମେହେରଙ୍କୁ ନ୍ୟାୟ ମିଳିବା ଏବଂ ରାଜ୍ୟ ଗୃହ ମନ୍ତ୍ରୀକୁ ବହିସ୍କାର କରିବ ଏବଂ ଘଟଣାର ସିବିଆଇ ତଦନ୍ତ କରାଯିବା ଦାବୀ ନେଇ ଗତକାଲି ଜିଲ୍ଲାପାଳ ଅଫିସ ସମ୍ମୁଖରେ ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି
Read More...

ଗୋବିନ୍ଦଙ୍କ ଘଟଣାରେ ନୂଆ ତଥ୍ୟ : ପୋଲିସ ବ୍ୟାରେକରୁ ଫେରାର ପରେ ଗୋବିନ୍ଦ ହାତକୁ କେମିତି ଆସିଲା ମୋବାଇଲ ଫୋନ୍‌

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଯାହାକୁ ନେଇ ଚର୍ଚ୍ଚାରେ ଗୋବିନ୍ଦ । ଗତ କିଛି ଦିନ ତଳେ ଟିଟିଲାଗଡ଼ ଥାନାରୁ ବାଡ଼କୁ ଡେଇଁ ଫେରାର ମାରି ଥିଲା ଗୋବିନ୍ଦ । ଯାହାକୁ ନେଇ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଥିଲା । ପରେ ଝରଣୀ ଗାଁର
Read More...

ଗତ ୨୪ ଘଂଟାରେ ୪୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୮୧ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଜିଲ୍ଲାସ୍ତରୀୟ ଗାଁ ସାଥୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ : ଦାଦନ ରୋକିବାରେ ଗାଁ ସାଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧରାବନ୍ଧ ଫୁଟବଳ ଖେଳ ପଡିଆ ପ୍ରାଙ୍ଗଣରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ତଥା ମାହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବିଷୟରେ
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଭାଜପା ପକ୍ଷରୁ ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି । ଆଜି ତାଙ୍କ ପାଇଁ ଭାରତର ୧୦୦ କୋଟି ନାଗରିକ କୋଭିଡ ଟୀକା ଗ୍ରହଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ସମଗ୍ର ଦେଶରେ
Read More...

ପୋଡ଼ାପାଲିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପୋଡପାଲି ଗ୍ରାମରେ ଗତ ୧୯ରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଅଧିବାସ କୁମ୍ଭ ସ୍ଥାପନ, ମଣ୍ଡଳ ପୂଜା, ନବଗ୍ରହ ପୂଜା ଇନ୍ଦ୍ରାଦି ଦଶଦିଗପାଳ ପୂଜା ସହିତ ମା’ ଲକ୍ଷ୍ମୀ, ମହାସରସ୍ବତୀ,
Read More...

ବଲାଙ୍ଗିର ସମଲେଇ ମନ୍ଦିର ଛାତ ଭୁଷୁଡିପଡିବାକୁ ନେଇ ଘଣ୍ଟ ବଜାଇ ପ୍ରତିବାଦ କଲେ ବିଭିନ୍ନ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଭୁଷୁଡି ପଡିଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ । ତେବେ ଏହାକୁ ନେଇ ବାରମ୍ବାର ପ୍ରଶାସନକୁ ଏହାର ମରାମତି କାର୍ଯ୍ୟ ପାଇଁ ଜଣାଇବା ପରେ ମଧ୍ୟ ପ୍ରଶାସନ ତରଫରୁ ଅଣଦେଖା କରିଥିବା ଅଭିଯୋଗ କରି ଘଣ୍ଟ ବଜାଇବା ସହ ପ୍ରତିବାଦ କରି ସମଲେଶ୍ଵରୀ
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର…

ପାଟଣାଗଡ, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ମମିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ୩ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ
Read More...