Monthly Archives

September 2021

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଆଜି ୬ ଘଣ୍ଟିଆ କଣ୍ଟାମାଳ ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ପ୍ରମୁଖ ଦାବୀଗୁଡିକ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ଆଉ ଏକ ନୂତନ
Read More...

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ନାଁ ଯୁଧୁଷ୍ଟିର ଭୋଇ(୪୦) । ସେ ଶନିବାର ସନ୍ଦ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ
Read More...

ଶ୍ୱଶୁର ଘରେ ଧର୍ମପତ୍ନୀଙ୍କୁ ହତ୍ୟା କରି ନୃଶଂସ ସ୍ୱାମୀ ଫେରାର

ଲୋଇସିଂହା, (କେପିଏନ୍‌ଏସ୍‌) : ଶ୍ୱଶୁର ଘରେ ଧର୍ମପତ୍ନୀଙ୍କୁ ହତ୍ୟା କରି ନୃଶଂସ ସ୍ୱାମୀ ଫେରାର ହୋଇଥିବା ଭଳି ଏକ ଅଭିଯୋଗ ଆସିଛି ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରେ । ସୂଚନା ମୁତାବକ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର
Read More...

+୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦଶମ ବୋର୍ଡ଼ ରେଜଲ୍ଟ ଆଧାରରେ +୨ ଡ଼୍ରପ୍ ଆଉଟ୍ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବା ଦାବୀ ନେଇ ଆଜି ଶହ ଶହ ଛାତ୍ରଛାତ୍ରୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ସେମାନେ ନବୀନ ନିବାସ ଘେରାଉ ଉଦେ୍‌ଦ୍ଦଶ୍ୟ କଂଗ୍ରେସ
Read More...

ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ଦାବୀପତ୍ର…

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ପୁଇଁନ୍ତଲା ବ୍ଲକ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି, ଚଳିତ ୨୦୨୧ ବର୍ଷର ଶ୍ରାବଣ ମାସ ଶେଷ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ୧ ନମ୍ବର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଗୁୁରୁଦିବସ-୨୦୨୧ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବିଘ୍ନେଶ୍ୱର ରଥ ଯୋଗ ଦେଇ ଗୁରୁ ଓ ଶିଷ୍ୟର
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ନିବେଦନ କ୍ରମେ ପ୍ରତ୍ୟୁଷଙ୍କୁ ମିଳିବ ସରକାରୀ ସହାୟତା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ପଞ୍ଚାୟତ ମହାଲିଙ୍ଗ ଗାଁର ପ୍ରତ୍ୟୁଷ ବାଗ ବାପା ମା'ଙ୍କୁ ହରାଇ ବୃଦ୍ଧ ଅଜା ଆଇଙ୍କ ପାଖରେ ରହୁଛନ୍ତି । ସୂଚନା ଅନୁସାରେ ୪ ବର୍ଷ ତଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଥିଲା । ୬ ମାସ ତଳେ ତାଙ୍କର ମା'ଙ୍କ
Read More...

ବନ ବିଭାଗ ଦ୍ୱାରା ଏକ କରତକଳରେ ୧୫୨ ଖଣ୍ଡ ସିଏଫଟି ନନ ଶାଳକାଠ ପଟା ସହ ମୂଲ୍ୟବାନ କାଷ୍ଠ ସାମଗ୍ରୀ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ରୁକ୍ମଣୀ ଗାଁର ଏକ ଘର ଭିତରେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ କରତକଳରେ ୧୫୨ଟି ନନଶାଳକାଠ ପଟା ସହ ଘରେ ବ୍ୟବହୃତ ହେଉଥିବା ମୂଲ୍ୟବାନ ନୂତନ କାଷ୍ଠ ସାମଗ୍ରୀକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି । ଚୋରା କାଠ ଚାଲଣ ହେଉଥିବା
Read More...

ପବିତ୍ର ଗୁରୁଦିବସରେ କ୍ୟୁୟର୍ସ ସୌଜନ୍ୟରେ ବୃକ୍ଷ ରୋପଣ

ଛତ୍ରପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପବିତ୍ର ଗୁରଦିବସ ଅବସରରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅରୁଣ ଶତପଥୀଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ୟାଙ୍କ୍ କଲୋନୀ ତାମ୍ପରା ହ୍ରଦ ହୁଡ଼ା ଉପରେ ଓ କେନାଳ
Read More...

ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଗୁରୁ ଦିବସ-୨୦୨୧ ପାଳିତ ହୋଇଯାଇଛି । ଗୁରୁ ପୂଜନ, ମାର୍ଗଦର୍ଶନ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ସ୍ମୃତିଚାରଣସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଆଧୂନିକ
Read More...