Monthly Archives

September 2021

ଛାତ୍ରଛାତ୍ରୀଙ୍କ ପାଇଁ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଦିଗ ଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । ଛାତ୍ର ଜୀବନରେ ଭବିଷ୍ୟତ ସ୍ୱପ୍ନ ଦେଖିବା
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ମୁରିବାହାଲ ବ୍ଲକର ପତ୍ରାପଲ୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମ୍ବପଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ ସପ୍ତାହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ପାଳନ ହୋଇଯାଇଛି । ଏହି
Read More...

ରିଷିଡା ପଂଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ରିଷିଡା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ କୃଷି ଋଣ ଓ ଜଳକର ଛାଡ଼ କରିବା ତଥା ତେଲନଦୀ ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ଦାବୀରେ କୃଷକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରିଷିଡା ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ
Read More...

ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖିବା ସହ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦିନକୁ ଦିନ ବିଜେଡି ଦଳରେ ଯୋଗଦାନ ଯୋଗୁଁ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଛି ।
Read More...

ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ : ଏନ୍‌ୱାଇକେଏସ୍‌ ଜୁନାଗଡ଼ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁପାଟି ଗାଁ ଠାରେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦୁପାଟି ଗାଁର ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଆୟୋଜନ କରିଥିଲେ । ଏହି
Read More...

ବିବାହର ବାହାନା କରି ଜଣେ ମହିଳାଙ୍କୁ ୧ ବର୍ଷ ଧରି ବଳାତ୍କାର, ବିରୋଧ କଲେ ହତ୍ୟା ଧମକ

ପାଲୱାଲ : ହରିୟାଣାର ପାଲୱାଲ ଜିଲ୍ଲାରେ ଜଣେ ମହିଳାଙ୍କୁ ବିବାହର ବାହାନା କରି ଏକ ବର୍ଷ ଧରି ବଳାତ୍କାର କରାଯାଇଥିବା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ଅଭିଯୁକ୍ତ ବିବାହ କରିବାକୁ ମନା କରିଦେବା ପରେ ଯେତେବେଳେ ପୀଡିତା ଏହାକୁ ବିରୋଧ କରିଥିଲେ, ଅଭିଯୁକ୍ତ ପୀଡିତାଙ୍କୁ ହତ୍ୟା ଧମକ ଦେଇ
Read More...

ଗୁରୁ ଦିବସ ଅବସରରେ ଏକାଥରରେ ଦୁଇଟି ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପବିତ୍ର ଗୁରୁ ଦିବସ ଅବସରରେ ଏକା ସମୟରେ ଦୁଇଟି ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବାର ସୋଭାଗ୍ୟ ଲାଭ କରିଥିଲା । ସୂଚନା ମୁତାବକ ବରଗଡ଼ ଭେଡେନ ଠାରେ ପବିତ୍ର ଗୁରୁଦିବସ ଅବସରରେ ନୂତନ ଭାବରେ
Read More...

ଅଙ୍ଗନବାଡି କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଛଡେଇଗାଁ ପଞ୍ଚାୟତ ଟୁକୁର୍ଲ୍ଲା ଗ୍ରାମରେ ଥିବା ଦ୍ବିତୀୟ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟୁକୁର୍ଲ୍ଲା ଗ୍ରାମର ମହିଳା ।
Read More...

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀଙ୍କ ସଭାପତିତ୍ବରେ ବିଦ୍ୟାଳୟ ସ୍ତରୀୟ ଗୁରୁ ଦିବସ ପାଳନ କରାଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ
Read More...