Daily Archives

କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି । ସୂତନାମୁତାବକ ମ.ରାମପୁର…
Read More...

ହଜିଗଲା ମାନବିକତା : କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ, ୧୪ଘଂଟା ଧରି ପଡ଼ିରହିଲା ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହଜିଗଲା ମାନବିକତା । କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ । ୧୪ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜାମୁଟବାହାଲ ଗାଁରେ । ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ୫ଦିନ ତଳେ ତାମିଲନାଡ଼ୁରୁ…
Read More...

ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ଗ୍ରାମର ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆ(୬୫)ଙ୍କ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।…
Read More...

ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ସେଗୁଡିକ ହେଲା ହିଲପାଟଣା ପ୍ରଥମ ଗଳି, ତୃତୀୟ ଗଳି, ଗାନ୍ଧୀନଗର ପ୍ରଥମଲେନ, ଓ ଗୋଦାବରୀଶ ନଗର ୪ର୍ଥ ଲେନ । ଏହି ସବୁ ଅଞ୍ଚଳକୁ କାଠ ବାଡ଼…
Read More...

ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଶୀତଳା ଦେବୀ ବେଶରେ ପୂଜାସମ୍ଭାର ସମାହିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନ ପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା' ତାରାତାରିଣୀଙ୍କ ଚୈତ୍ରପର୍ବ ପଞ୍ଚମ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ରୀତିକାନ୍ତି ସହ ସମ୍ପନ ହୋଇଛି ।…
Read More...

କୋଭିଡ ଡାକ୍ତରଖାନା ପରିଦର୍ଶନ କଲେ ସାଂସଦ : କହିଲେ, ୩୦୦ ଆର୍‌ଟିପିସିଆର୍‌ ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି ବଲାଙ୍ଗିରର କରୋନା ଲଢେଇ ବୋଲି ପ୍ରକାଶ କରିଛନ୍ତିି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ । ଆହୁରି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ସଂକ୍ରମଣ ଚିହ୍ନଟ ପାଇଁ…
Read More...

ମୁଁ ଜନମଙ୍ଗଳ ପାଇଁ କାମ କରେ, ଲୋକ ଦେଖାଣିଆ କାମରେ ମୋର ବିଶ୍ୱାସ ନାହିଁ : ସାଂସଦ ସଙ୍ଗୀତା ସିଂଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଇରାଲ ପୋଷ୍ଟ ଉପରେ ଆଜି ନିଜର ପ୍ରତିକ୍ରିୟା ରଖି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ କହିଛନ୍ତି ଯେ, ମୁଁ ଜନମଙ୍ଗଳ ପାଇଁ କାମ କରେ । ଯେଉଁଠି ମୋର ଆବଶ୍ୟକତା ଅନୁଭବ କରେ, ସେଇଠି ପହଞ୍ଚି ସ୍ଥିତି ସୁଧାରିବାକୁ ଚେଷ୍ଟା କରେ । ମୁଁ ଲୋକ…
Read More...

କରୋନା ୨ୟ ସଂକ୍ରମଣ ଘାତକ ଅଟେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ଅଟେ । କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ କୋଭିଡ୍ ନିୟମାବଳୀ ପାଳନ କରନ୍ତୁ । ମାସ୍କ୍ ସଠିକ୍ ଭାବେ ପିନ୍ଧନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
Read More...

ପିଇବାପାଣି ପାଇଁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେ ହରଭଙ୍ଗା ବ୍ଲକ ଧଳପୁର ମହିଳା ଓ ଜନସାଧାରଣ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧଜିଲ୍ଲା ଗ୍ରୀଷ୍ମ ପ୍ରବାହରେ ରାଜ୍ୟରେ ରେକର୍ଡ କରିଥିବା ବେଳେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଜଳାଭାବ ପରିଲକ୍ଷିତ ହେଉଛି । ପୋଖରୀ ଗାଡିଆ ଓ କୂଅଗୁଡିକ ଶୁଖିଲା ହୋଇ ସାରିଥିବା ବେଳେ ନଳକୂପ ଗୁଡିକର ମରାମତି ଅଭାବରୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ…
Read More...

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁସା ପଂଚାୟତ ଭଇଁସା ଗାଁରେ ପାଣିର ସମସ୍ୟା ଦୀର୍ଘଦିନ ହେଲା ଲାଗିରହଛି । ଏହି ବିଷୟରେ ଅନେକ ଥର ବ୍ଲକ ପ୍ରଶାସନକୁ ଜଣାଯାଇଥିଲା ହେଲେ କିଛି ସୁଫଳ ମିଳି ନଥିବାରୁ ପାନୀୟ ଜଳ ସମସ୍ୟାକୁ ନେଇ ପାଟଣାଗଡ…
Read More...