Daily Archives

ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତବର୍ଷ ପୁଣି କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତରେ ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ବିୟୋଗରେ ଓଜେୟୁ ସମ୍ବଲପୁର ଶାଖାର ଶୋକ ପ୍ରକାଶ

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ସମ୍ବଲପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକ(୫୬)ଙ୍କ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । କୋଭିଡ଼ରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥିଲା । ତେବେ…
Read More...

ବଲାଙ୍ଗିର ଜିଲ୍ଲାରେ ବୋବାଲ୍‌ କଲା କୋଭିଡ୍‌ ସଂକ୍ରମଣ : ଆଜି ଦିନକର ୪୫୭ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ବୋବାଲ୍‌ କରିଛି କୋଭିଡ୍‌ ସଂକ୍ରମଣ । ଆଜି ଦିନକରେ ୪୫୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଏଭଳି ସଂକ୍ରାମକ ସ୍ଥିତିରେ ବଲାଙ୍ଗିରବାସୀ ଅତ୍ୟନ୍ତ ସଜାଗ ରହିବା ନିହାତି ଆବଶ୍ୟକ ହୋଇପଡ଼ିଛି । ନିହାତି ଆବଶ୍ୟକ…
Read More...

ମାସ୍କ ବ୍ୟବହାର ନକଲେ ସରକାରୀ ଯୋଜନାରୁ ବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଅନେକ ଗ୍ରାମରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଥିବା ନଜରକୁ ଆସୁଛି । ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ସମସ୍ତ ଲୋକେ ସରକାରୀ ନିୟମାବଳୀ ଅନୁଯାୟୀ ମାସ୍କ…
Read More...

ଜଣେ ଆଗଧାଡିର ଯୁବ ଆଦିବାସୀ ସଂଗଠକ ପୂର୍ଣ୍ଣାନନ୍ଦ ବରିହାଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ପଣ୍ଡାମୁଣ୍ଡା ପଞ୍ଚାୟତ ବାଞିଝାଲ ଗ୍ରାମର ଯୁବ ଆଦିବାସୀ ସଂଗଠକ ପୂର୍ଣ୍ଣାନନ୍ଦ ବରିହା(୪୦)ଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ବରିହା କରୋନାରେ ଆକ୍ରାନ୍ତ ହୋଇ ଘରେ ଅସୁସ୍ଥ ଥିଲେ । ସେ କରୋନା ଟୀକା ନେଇଥିବା ଜଣାପଡିଛି । ହଠାତ୍ ଅସୁସ୍ଥ…
Read More...

ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ତରଭା ବ୍ଲକ ବ୍ରାହ୍ମଣୀ ନିକଟସ୍ଥ ସୀତାରାମ ମଠ ଠାରେ ମହନ୍ତ ମାନଙ୍କ ଦ୍ୱାରା ଶ୍ରୀରାମ ନବମୀ ଉପଲକ୍ଷେ ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗାୟକ ଲିପକ ମିଶ୍ର ତୁଲସୀ ରାମାୟଣ ପାରାୟଣ କରିଥିବା ବେଳେ ଏଠାରେ ସମସ୍ତ ପ୍ରକାର କୋଭିଡ ନିୟମ ଅନୁପାଳନ…
Read More...

କଂଟାବାଂଜିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗର୍ଜିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା : ତୁରନ୍ତ…

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗର୍ଜିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ନିକଟବର୍ତ୍ତୀ ଛତିଶଗଡ଼ରୁ କଂଟାବାଂଜିକୁ ଲୋକେ ଅବାଧ ଯିବା ଆସିବା କରିବା ଦ୍ୱାରା କଂଟାବାଂଜିରେ ବହୁ ସଂଖ୍ୟାରେ ଲୋକେ କରୋନା ଆକ୍ରାନ୍ତ ହୋଇଛନ୍ତି…
Read More...

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ : ସରକାରୀ ସହାୟତା ପ୍ରଦାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ଜଣେ ଯୁବକଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିବାକୁ ତାଙ୍କର ମୃତ୍ୟୁ ହୋଇଥିବା ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଉପରଝର୍ ଗାଁର ଗୋବିନ୍ଦ ଭୋଇ(୨୨) ଖାଇ ସାରି ତାଙ୍କ ଦାଦା…
Read More...

ଜାମସେଠ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ବିପତ୍ତି ଦ୍ର୍ରୁତ ଗତିରେ ବ୍ୟାପୁଥିବାକୁ ନେଇ ଜାମସେଠ ଗ୍ରାମବାସୀମାନେ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଭୟାବହ କରୋନାକୁ ନେଇ ସରପଞ୍ଚ ରମ୍ଭା ତାଣ୍ଡିଙ୍କ…
Read More...

ମେ’ ୨ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କଲା ବଣିକ ସଂଘ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ…
Read More...