Daily Archives

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ବିଧାନସଭା ପରିସର ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତିଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ରାଜ୍ୟ ସୂଚନା
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଯୁବ ସାମ୍ବାଦିକ ଅମଜଦ ବାଦ୍‌ସା’ଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଝାରସୁଗୁଡାର ଯୁବ ସାମ୍ବାଦିକ ଅମଜଦ ବାଦ୍‌ସା’ଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ
Read More...

ସାଂସଦ ପ୍ରତିନିଧି ଭାବରେ ମନୋନୀତ ହେଲେ ଲିପସିତ ମିଶ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୌରପରିଷଦ ପରିଷଦ ପାଇଁ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ଯୁବ ଆଇନଜୀବୀ ଲିପସିତ୍ ମିଶ୍ରଙ୍କୁ ତାଙ୍କ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି । ଏସଂକ୍ରାନ୍ତରେ ସାଂସଦ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସୂଚୀତ କରିଛନ୍ତି ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା : ଅଥଚ ଅବହେଳା ଘାତକ ହୋଇପାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତ ସଂଖ୍ୟା ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । କିନ୍ତୁ କରୋନା କଟକଣା ପ୍ରତି ଅବହେଳା ଘାତକ ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତି କରନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଦଶ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ
Read More...

କରୋନା ଦ୍ୱିତୀୟ ଲହର ଅତି ମାରାତ୍ମକ : ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଦ୍ୱିତୀୟ ଲହର ଅତି ମାରାତ୍ମକ ଅଟେ । କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସହାୟକ ହୁଅନ୍ତୁ । ସମସ୍ତ କୋଭିଡ୍ ନିୟମାବଳୀ ପାଳନ କରନ୍ତୁ । ରାଜ୍ୟ
Read More...

ସ୍ନେକ ହେଲ୍ପଲାଇନ ସହାୟତାରେ ୧୪ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର

ମୟୁରଭଞ୍ଜ : ସ୍ନେକ ହେଲ୍ପଲାଇନ ସହାୟତାରେ ୧୪ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମୟୁରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ନିଶ୍ଚିତା ଗାଁରୁ ଜଣେ ବ୍ୟକ୍ତିଙ୍କ ଶୋଇବା ଘରେ ପଶିଯାଇଥିବା ବେଳେ ସ୍ନେକ ହେଲ୍ପଲାଇନ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇଛି
Read More...

ଭଜନ ପ୍ରଭାତୀ ଗାୟକ ବିରଂଚି ନାଏକ ଖୋଲିବେ ୟୁଟ୍ୟୁବ୍ ଚେନାଲ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାହାଙ୍କର ସୁମଧୂର କଣ୍ଠ ସାରା ଓଡିଶାରେ ପରିଚିତ, ସେ ହେଉଛନ୍ତି ବିରଂଚି ନାଏକ । ପ୍ରଭାତୀ ଭଜନ, ଝୁଲଣା ଦୋଳି, ସମ୍ବଲପୁରୀ ଦଣ୍ଡ ଏବଂ ଅନେକ ଗୀତ ଗାଇଛନ୍ତି । ବଲାଙ୍ଗିର ଜିଲ୍ଲାର କୁସଙ୍ଗ ଗ୍ରାମରେ ତାଙ୍କର ଜନ୍ମ, କିନ୍ତୁ ବରଗଡ଼ ଅଞ୍ଚଳରେ ସେ ସବୁବେଳେ
Read More...

ବୌଦ୍ଧ ଜିଲ୍ଲାରେ କରୋନାର ବିସ୍ପୋରଣ : ଆଜି ଗୋଟିଏ ଦିନରେ ଜିଲ୍ଲାରେ ୭୦ଆକ୍ରାନ୍ତ 

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଏକ ଚିନ୍ତା ଜନକ ସମସ୍ୟା । ଆଜି ଜିଲ୍ଲାରେ ୭୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା
Read More...

ପୁରୀ ରଥଯାତ୍ରା ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ତରଫରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୪୦ଖଣ୍ଡ ରଥ କାଠରୁ ଆଜି ୯୬ ଖଣ୍ଡ ରଥକାଠ ରଥ ନିର୍ମାଣ ପାଇଁ ରଥଖଳା ପୁରୀକୁ ପଠାଯାଇଛି । ସମସ୍ତ ରୀତିନୀତି ଆଧାରରେ ପବିତ୍ର ରଥକାଠର ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜପତାକା ଦେଖାଇ
Read More...