Daily Archives

ବଣିକ ସଂଘ ପକ୍ଷରୁ ସ୍ପଷ୍ଟୀକରଣ : ବୁଧବାରରୁୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବଲାଙ୍ଗିର ବଣିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସ୍ଥାନୀୟ ଭମର ହୋଟେଲରେ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଠାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି
Read More...

ଅନଲାଇନ କାର୍ଯ୍ୟକ୍ରମ ‘ କବିର୍‌ କଲ୍‌ମେ କରୋନା ‘ ଉଦଘାଟିତ : ଲେଖନୀ ମାଧ୍ୟମରେ କୋଭିଡ ସଚେତନତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି କୋଭିଡର ସ୍ଥିତ ଗୁରୁତର ହୋଇ ଚାଲିଥିବା ବେଳେ ବିଶ୍ୱବ୍ୟାପି ସଚେତନା ନିମନ୍ତେ ସଂଗ୍ରାମର ଆବଶ୍ୟକତା ରହିଛି । ନିଜଘରେ ରହି କବି ଲେଖକ ମାନେ ମଧ୍ୟ କଲମ ମୂନରେ ଲୋକଙ୍କୁ ସଚେତନ କରିବାର ଦରକାର ରହିଛି ବୋଲି ଅନଲାଇନରେ ସୃଜନ ଓ ପରବାସୀ କୁଟୁମ୍ବ
Read More...

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗୋଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗୋଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଗତ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ବେଆଇନ ଭାବେ
Read More...

ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟା ୭ଟାରେ ଲୋଇସିଂହା ବ୍ଲକ ଘୁଙ୍ଗି-ଗେର୍ଡି ରାସ୍ତାରେ ଏକ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମତେ, ପାଟଣାଗଡ଼ ବ୍ଲକ ବେହେରାବନ୍ଧ ଠାରୁ
Read More...

ବଲାଙ୍ଗିର ବଣିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ : ଆସନ୍ତା କାଲି ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବଣିକ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଭ୍ରମର ହୋଟେଲରେ ସହରର ବିଭିନ୍ନ ସଂଘ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତାକାଲି ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି
Read More...

ଘସିଏନ୍‌ର ସୁବୁଦ୍ଧି ଭାଇନାଙ୍କ ହୃଦ୍‌ଘାତରେ ପରଲୋକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ର ସୁଦର୍ଶନ ସୁବୁଦ୍ଧି(୬୫)ଙ୍କ ଆଜି ଅପରାହ୍ନ ୨ଟା ସମୟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ଅଂଚଳରେ ସେ ସୁବୁଦ୍ଧି ଭାଇନା ଭାବରେ ବେଶ୍‌ ପରିଚିତ ଥିଲେ । ଲୋକଙ୍କୁ ସେବା ଯୋଗାଇବା ହିଁ ତାଙ୍କର ମୂଳ ଲକ୍ଷ୍ୟ ରହିଥିଲା । ସରକାରୀ
Read More...

କରେନା ସଂକ୍ରମଣକୁ ଦୃଷ୍ଟିରେ କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା : ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌

କର୍ଣ୍ଣାଟକ : କରେନା ସଂକ୍ରମଣକୁ ଦୃଷ୍ଟିରେ କର୍ଣ୍ଣାଟକ ସରକାର ବଡ ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ । ସୋମବାର କ୍ୟାବିନେଟ ବୈଠକ ପରେ ସିଏମ୍ ବିଏସ୍ ୟେଡିୟୁରପ୍ପା ଏହି ଘେଷଣା କରିଛନ୍ତି ।ସେ କହିଛନ୍ତି ଯେ "ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ
Read More...

ଯୁବ ସମାଜସେବୀ ସଂଜୀବ ପାଢ଼ୀ ଚାଲିଗଲେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଘସିଏନ୍‌ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଛାତ୍ର ଯୁବ ସମାଜସେବୀ ସଂଜୀବ କୁମାର ପାଢ଼ୀ(୨୧)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦାନାମାଲ ଗ୍ରାମ ନିବାସୀ ସ୍ୱର୍ଗତ ସଂଜୀବ କରୋନା ପ୍ରତି ସଚେତନ ରହିବାକୁ ତାଙ୍କ ଅଂଚଳର ଲୋକଙ୍କୁ
Read More...

ସେଲ୍ୟୁଟ୍‌ ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ : ବରଗଡ଼ ସହରରେ ଦେଖିବାକୁ ମିଳିଲା ଭାଇଚାରାର ଦୃଶ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବର୍ତମାନ କରୋନା ମହାମାରୀରେ ସମୂର୍ଣ୍ଣ ବିଶ୍ୱ ସହିତ ବରଗଡ଼ ମଧ୍ୟ କବଳିତ । ଏ ସଙ୍କଟ ସମୟରେ ଶବ ସତ୍କାର ପାଇଁ କାଠର ଅଭାବ ଦେଖା ଯାଉଥିବା ବେଳେ ଆଜି ସାହାଯ୍ୟର ହାତ ବଢାଇଛନ୍ତି ଅତାବିରା ଆନ୍ଦ୍ର କଲଚରାଲ ଏସୋସିଏସନ । ସେମାନେ ନିଜସ୍ୱ ଖର୍ଚରେ ଆଜି ୪ ଗୋଟି
Read More...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ମିଶି ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି । ଘଟଣା ପରେ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂତ୍ରରୁ ପ୍ରକାଶ ।
Read More...