Daily Archives

ଆଦିବାସୀ ଯବାନ ଜଗବନ୍ଧୁ ଯାନୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ରିଜର୍ଭ ପୋଲିସ ସରଜେଣ୍ଟ ନିଲମ୍ବିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ଆର୍ମଡ଼ ପୋଲିସ ଫୋର୍ସ କଳାହାଣ୍ଡିରେ କାର୍ୟ୍ୟରତ ଜଣେ ଆଦିବାସୀ ଯବାନ ଜଗବନ୍ଧୁ ଯାନୀ(୩୫)ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଯୁକ୍ତ ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ବ୍ୟାରେକର ସରଜେଣ୍ଟ ଖଗେଶ୍ୱର
Read More...

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗୁରୁବାର ଭର୍ଚୁଆଲ ମିଟ୍‌ ଜରିଆରେ ‘କରୋନା କାଳରେ ଶୁକୁରୁ ଡୁଗୁରୁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବକ୍ତବ୍ୟ ରଖି ଦିଲ୍ଲୀ ସ୍ଥିତ
Read More...

ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇଙ୍କ ବିୟୋଗରେ ଗୌଡଗୋଠରେ ବ୍ଲକ୍ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ୧୧ଟା ସମୟରେ ଆଦିବାସୀ କଲ୍ୟାଣ ସଂଘ ଦେଓଗାଁ ବ୍ଲକ ପୂର୍ବାଞ୍ଚଳ ଜୋନ ତରଫରୁ ଗୌଡଗୋଠ ଗାଁର ଜମିଦାରପଡ଼ାରେ ବିଶିଷ୍ଟ ଆଦିବାସୀ ନେତା ତଥା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ବ୍ରଜ କିଶୋର ଭୋଇ ଏବଂ ବିନିକା ରେଞ୍ଜର ପ୍ରେମାରାଜ୍
Read More...

ଝାଙ୍କରପଡାରେ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

ବୌଦ୍ଧ, (ବଂଶୀଧର ମାଝୀ) : ତା୨୨/୪ ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ଆକ୍ରମଣ ଫଳରେ ଜଣେ ବ୍ୟକ୍ତି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ
Read More...

ମାନବିକତା ହରାଇଲା ପଦ୍ମପୁର ପ୍ରଶାସନ : ୨୪ ଘଣ୍ଟା ଧରି ପଡିରହିଲା କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢିଚାଲିଛି ସଂକ୍ରମଣ । ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଲାଣି ପରିସ୍ଥିତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବା ବେଳେ ପଦ୍ମପୁର ଉପଖଣ୍ଡ ଘନାମାଲ ଗ୍ରାମର ଘଟଣା ଜିଲ୍ଲା ପ୍ରଶାସନର
Read More...

କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ଯୁବ ବାହିନୀ ଅଧ୍ୟକ୍ଷ ରୂପେ ଆଲୋକ ନାଥ ପଣ୍ଡା ମନୋନୀତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି କେଶରୀୟା ହିନ୍ଦୁ ବାହିନୀର ବଲାଙ୍ଗିର ଜିଲ୍ଲା ଯୁବ ବାହିନୀ ଅଧକ୍ଷ ରୂପେ ଆଲୋକ ନାଥ ପଣ୍ଡାଙ୍କୁ ମନୋନୀତ କରିଯିବା ସହ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୨୬, ବଲାଙ୍ଗିର ପୌରାଂଚଳରୁ ୫୩

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଶ୍‌ ସଂକ୍ରାମକ ମନେ ହେଉଥିବା ବେଳେ ସମସ୍ତେ ମାସ୍କ ପରିଧାନ କରନ୍ତୁ, ସାନିଟାଇଜର୍‌ ବ୍ୟବହାର କରନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ସରକାରଙ୍କ କରୋନା ଗାଇଡ୍‌ ଲାଇନ୍‌ ମାନି ଚଳନ୍ତୁ ଏବଂ
Read More...

କରୋନା କାରଣରୁ ବ୍ରିଟେନ ଭାରତକୁ ରେଡ୍‌ ତାଲିକାରେ ରଖିଛି, ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ

ଲଣ୍ଡନ : ଦେଶରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲା ଯୋଗୁଁ ବ୍ରିଟେନ ଭାରତର ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ରିଟେନ ଭାରତକୁ ରେଡ୍ ତାଲିକାରେ ସ୍ଥାନିତ କରିଛି । ଏହା ଅଧୀନରେ ଭାରତରୁ ବ୍ରିଟେନ ପର୍ୟ୍ୟନ୍ତ ଯିବା ଆସିବାରେ ଅଣ ବ୍ରିଟିଶ ଏବଂ ଇଂରେଜ ନାଗରିକଙ୍କୁ ବାରଣ
Read More...

ପୁଣି ବଦଳିଲା ପିପିଲି ଉପନିର୍ବାଚନ ତାରିଖ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଲେ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନର ତାରିଖ ପରିବର୍ତ୍ତନ ହୋଇଥିଲା । ଘୋଷଣା ହୋଇଥିବା ନୂଆ ତାରିଖ ଅନୁସାରେ ଆସନ୍ତା ୧୩ ତାରିଖ ଦିନ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହା ପୁଣି ପରିବର୍ତ୍ତନ ହୋଇଥିବା ରାଜ୍ୟ
Read More...

ବିଜେଡିର ବହୁ ତୁଙ୍ଗ ନେତା ବିଜେପିର ସଦସ୍ୟତା ଗ୍ରହଣ କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା ଦଳ ପ୍ରତି ବିତସ୍ପୃହ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିଜେପିର
Read More...