Daily Archives

ସରକାରୀ ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ : କୋଭିଡ଼-୧୯ ଆର୍‌ଟିପିସିଆର୍‌ ଟେଷ୍ଟ ବଦଳରେ ଆନ୍‌ଟିଜେନ୍‌…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ସରକାରୀ ସଦର ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ସୁଶାନ୍ତ କୁମାର ଦାଶ ଅଭିଯୋଗରେ କହିଛନ୍ତି ଯେ, ବରଗଡ଼ ସରକାରୀ ସଦର ଡାକ୍ତରଖାନାକୁ ତାଙ୍କ ପୁଅଙ୍କୁ ନେଇ କୋଭିଡ଼-୧୯ ଟେଷ୍ଟ ପାଇଁ ସେ ଯାଇଥିବା ବେଳେ
Read More...

ବନଖଣ୍ଡ ବିଭାଗ ପକ୍ଷରୁ ଲଘୁବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଜଳ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜିଲାରୁ
Read More...

କୋଭିଡ କଟକଣା ମଧ୍ୟରେ ପବିତ୍ର ରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ଭିତରେ ଶ୍ରୀରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଡେଲାଙ୍ଗ ବ୍ଲକର ବିଭିନ୍ନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଘନିପୁର ପଥରପଦା ସାହି ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କ ପୀଠସ୍ଥଳୀରେ ଶ୍ରୀରାମ ନବମୀ ଉତ୍ସବ ଓ ବିଶ୍ୱଶାନ୍ତି
Read More...

ସରୁନି ଦାଦନ ଦୁଃଖ : ଟଙ୍କା ଅଭାବରୁ ନର୍ସିଂହୋମ୍‌ରେ ବନ୍ଧାପଡ଼ିଛି ଚୁମ୍‌କିଙ୍କ ଶବ, ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରୁନି ଦାଦନ ଦୁଃଖ । ଗୋଟିଏ ପଟେ କରୋନା ମହାମାରୀର ପ୍ରଚଣ୍ଡ ପ୍ରହାର, ଅନ୍ୟପଟେ ପେଟ ପାଟଣାର ବିକଳ ସ୍ଥିତି । ବାଧ୍ୟହୋଇ ଏଠାକାର ଶ୍ରମିକ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କ ଦୁଃଖ ଆହୁରି ଆହୁରି ବଢ଼ି ଚାଲିଛି । ପୁଣି ଏକ ଦାଦନ
Read More...

ବରକେରାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ଧରିତ୍ରୀ ଦିବସ କୋଭିଡ-୧୯ନିୟମ ଅନୁସାରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ
Read More...

କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ମିଠାପାଲି ଗ୍ରାମ ପଞ୍ଚାୟତ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ବୃଦ୍ଧାମାନେ ଯାତାୟତ କରିଥାନ୍ତି । ପାଇକମାଲ ଠାରେ ବ୍ୟାଙ୍କ, କଲେଜ, ତହସିଲ ଅଫିସ,
Read More...

ବିଶ୍ୱ ଧରିତ୍ରୀ ଦିବସରେ ବଟ ବୃକ୍ଷ ଲଗାଇଲେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଧରିତ୍ରୀ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଲକଣା ଗ୍ରାମର ପରିବେଶବିତ ତଥା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଯୁବ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜ ଗ୍ରାମ ବଡ଼ପୋଖରୀ ହୁଡାରେ ବଟବୃକ୍ଷ
Read More...

ଆଦର୍ଶ ଶିକ୍ଷକ ମହାଦେବ ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାଗରପଡା ନିବାସୀ ଆଦର୍ଶ ଶିକ୍ଷକ ମହାଦେବ ସାହୁଙ୍କ ୭୬ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ରାଜକୁମାରୀ ସାହୁ, ଏକମାତ୍ର ପୁତ୍ର ସମୀର, ବୋହୁ, ତିନି ଝିଅ, ଜ୍ୱାଇଁ, ନାତି ନାତୁଣୀ
Read More...

ଜେଜିଏସ୍‌ ବସ୍‌ ମ୍ୟାନେଜର୍‌ ପ୍ରମୋଦ କୁମାର ରାୟଙ୍କ ଦେହାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଭୁବନେଶ୍ୱର ଜେଜିଏସ୍‌ ବସ୍‌ ମ୍ୟାନେଜର ପ୍ରମୋଦ କୁମାର ରାୟ(୫୭)ଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ଘରୋଇ ବସ୍‌ ମାଲିକ ସଂଘ ତଥା ଘରୋଇ ବସ୍‌ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ରାୟ
Read More...

୩ ମାସ ହେଲା ଅଚଳ ପଡିଛି ନାଇକେନସିରା ଉପରପଡ଼ାର ନଳକୂପ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତିସରା ପଞ୍ଚାୟତ ନାଇକେନଶିରା ଗାଁର ଉପରପଡ଼ାରେ ଥିବା ଏକ ନଳକୂପ ଅଚଳ ହୋଇପଡିଛି । ଏହାକୁ ନେଇ ଉପରପଡା ମହିଳାମାନେ ପାନୀୟ ଜଳ ସମସ୍ୟା ଯୋଗୁଁ ତିବ୍ର ନିନ୍ଦା କରିଛନ୍ତି । ଏହି ନଳକୂପ ଦୀର୍ଘ ୩ ମାସ ଅଚଳ ହୋଇ ରହିଥିବାରୁ ଉପରପଡାର
Read More...