Daily Archives

କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ : ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହରୀ ଅଧିକ ପ୍ରଭାବଶାଳୀ ପରିଲକ୍ଷିତ ହେଉଥିବା ବେଳେ ଏଥିରେ ଅନେକ ଲୋକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ବରଗଡ଼ ସହର ଶକ୍ତି ନଗର ୱାର୍ଡ ନମ୍ବର.୧୩ର ବାସିନ୍ଦା ବେନୁଗୋପଲ ରାଓ(୬୫) ଗତ ୦୩
Read More...

ଓ.ଟି.ଇ.ଟି. ପରୀକ୍ଷା ଚାଲିଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଧରା ପଡି ଏକ୍ସଫେଲ୍‌

ବୌଦ୍ଧ, (ମମତା ମହାକୁର) : ଗତ ୯ ତାରିଖ ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଅନୁଷ୍ଠିତ ଓ.ଟି.ଇ.ଟି. ପରୀକ୍ଷା ଚାଲିଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଧରା ପଡି ଏକ୍ସଫେଲ୍‌ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ହୋଇଥିବା ଓ.ଟି.ଇ.ଟି. ପରୀକ୍ଷାରେ
Read More...

ନିର୍ଝରିଣୀ ଆନୁକୂଲ୍ୟରେ କରୋନା ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଏକ କରୋନା ସଚେତନତା ସଭା ପଞ୍ଚବଟୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀକୁ ନଜରରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ
Read More...

ସଂଜୁଙ୍କ ଶତକ ବେକାର : ପଞ୍ଜାବଠୁ ୪ ରନରେ ହାରିଲା ରାଜସ୍ଥାନ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚରେ ପଂଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସକୁ ୪ ରନରେ ହରାଇ ଦେଇଛି । ଆଜି ରାଜସ୍ଥାନ ରୟାଲ୍ସ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ
Read More...

ହଂସବାହିନୀ ସରସ୍ୱତୀ ବେଶରେ ଦର୍ଶନ ଦେଲେ ବିଶ୍ଵବନ୍ଦନୀୟା ମା’ତାରାତାରିଣୀ : ଆଜି ଚୈତ୍ରତୃତୀୟ ପାଳି ଯାତ୍ରା :…

ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଶକ୍ତିପ୍ରଦାୟିନୀ ଦେବୀ ଭଗବତୀ ଋଷିକୁଲ୍ୟା ତୀରେ ପୂର୍ଣ୍ଣଗିରି ଶିଖରଦେଶେ ଆବିର୍ଭୂତା ସ୍ତନପୀଠରେ ପୂଜିତା ବିଶ୍ଵବନ୍ଦନୀୟା ମା'ତାରାତାରିଣୀଙ୍କ ବିଶ୍ୱବିଖ୍ୟାତ ଚୈତ୍ରପର୍ବ ଯାତ୍ରାର ଆଜି ତୃତୀୟ ପାଳି ମଙ୍ଗଳବାରରେ ମା' ହଂସବାହିନୀ ସରସ୍ୱତୀ
Read More...

ସରପଞ୍ଚ ‌ଦ୍ୱାରା ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭୂମିପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମୀର ଗ୍ରାମ ପଞ୍ଚାୟତ ଲେରଗାଁ ଗ୍ରାମ ଠାରେ ଆଜି ସରପଞ୍ଚ କ୍ଷୀରସାଗର ସାହୁ‌ଙ୍କ ଉପ‌ସ୍ଥିତିରେ ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ୱାର୍ଡମେମ୍ବରଙ୍କ
Read More...

ତୃତୀୟ ସେମିଷ୍ଟାରର ପରୀକ୍ଷାକୁ ବ୍ଲେଣ୍ଡଡେଡ୍‌ ମୋଡ୍‌ରେ କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ଼ ଜିଲ୍ଲା ତରଫରୁ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କର ପରିକ୍ଷା ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ
Read More...

ସଂକ୍ରମଣର ତୀବ୍ରତା ଜାରି : ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୦ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ଜଣଙ୍କୁ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ଏହି ରୋଗରେ ୨୪ ଘଣ୍ଟା ମଧ୍ୟରେ ୮୭୯ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Read More...

ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଜରୁରୀ ବୈଠକ : ଯାଦବ ସମାଜକୁ ନେଇ ଦଳୀୟ ରାଜନୀତି ଚଳିବ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ପରିସରରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଓ ବଲାଙ୍ଗିର ପୌରାଞ୍ଚଳ ଯାଦବ ସମାଜର ଆନୁକୂଲ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହାକ ଛବିଳ ବଗର୍ତ୍ତୀଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରୁ ପରିଷଦର
Read More...

ଆଜି ରାଜ୍ୟରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ : ଶୀର୍ଷରେ ନୂଆପଡ଼ା ଜିଲ୍ଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୪୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା
Read More...