Daily Archives

କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚ୍‌ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟସ୍‌ ଜିଣି ପ୍ରଥମେ
Read More...

ରାଷ୍ଟ୍ରୀୟ ସନାତନ ଚେତନା ସଙ୍ଘ ପକ୍ଷରୁ ତାର ପ୍ରଥମ ନବବର୍ଷ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ସ୍ଥିତ ମହୁଲପାଲି ଗ୍ରାମ ପଞ୍ଚାୟତରେ ଓ ପଦ୍ମପୁର ନଗରରେ ରାଷ୍ଟ୍ରୀୟ ସନାତନ ଚେତନା ସଙ୍ଘ ପକ୍ଷରୁ ତାର ପ୍ରଥମ ନବବର୍ଷ ପାଳନ କରାଯାଇଛି । ମା' ଭାରତୀ ଓ ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦରୁ ମହୁଲପାଲି ଗ୍ରାମରୁ ନବବର୍ଷର ସନ୍ଦେଶ ନେଇ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର : ଚୋର…

ଦୋଷୀ ଗିରଫ କରା ନ କଲେ ସାରା ଜିଲ୍ଲାରେ ହେବ ଆନ୍ଦୋଳନ - ଅଙ୍କିତ (ଛାତ୍ର କଂଗ୍ରେସ ସଭାପତି)ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ ଘଟଣା ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର କିନ୍ତୁ ଦୁର୍ଭାଗ୍ୟ ସ୍ଥାନୀୟ ଛାତ୍ର ଓ
Read More...

ନୂଆପାଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ୟ୍ୟକ୍ରମ : ପୋଷ୍ୟ ଗ୍ରହଣ ତାଲିକାରେ ବିଧାୟକଙ୍କ ସହ ସାମିଲ ହେଲେ…

ବୌଦ୍ଧ, (ମମତା ମହାକୁର) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିବା ମୋ ସ୍କୁଲ କାର୍ୟ୍ୟକ୍ରମର ସଫଳତା ପାଇଁ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ସହିତ ସମୀକ୍ଷା ବୈଠକ କାମାଳ ବ୍ଳକ ନୂଆପାଲୀ ସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନର ସଭାପତି
Read More...

ଗ୍ରାମବାସୀ ମାନଙ୍କୁ ନେଇ ଭୂମି ସୁପୋଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତା ୧୩.୦୪.୨୦୨୧ ବର୍ଷ ପ୍ରତିପଦା ନବ ବର୍ଷ ଦିନ ବଲାଙ୍ଗିର ନିକଟସ୍ଥ କାଲସାଏ ପାଲି ଗ୍ରାମରେ ଭୂମି ସୁପୋଷଣ କାର୍ୟ୍ୟକ୍ରମ ଗ୍ରାମବାସୀ ମାନଙ୍କୁ ନେଇ ଅନୁଷ୍ଠିତ ହେଇଯାଇଛି । ଚାଷୀ ଭାଈ ମାନେ ନିଜ ନିଜ ଜମିରୁ ମାଟି ଆଣି ଗ୍ରାମର ପୀଠରେ ଏକତ୍ରୀତ କରି କଳସ
Read More...

କୁରୁଲ ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ କର୍ମଶାଳା ଓ ଜନ ସଂସାଧନ ଦିବସ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଗତ ୧୦ ତାରିଖ ଦିନ ଜଳ ସଂସାଧନ ଦିବସକୁ ମନେ ପକାଇ ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣ ଜରୁରୀ ଓ ଜାର ବ୍ୟବହାର ଉପରେ ଏକ ଆଲୋଚନାଚକ୍ର ସାଂଗକୁ ପ୍ଲାଷ୍ଟିକ୍‌ ବର୍ଜନ କର୍ମଶାଳା ସଂପନ୍ନ ହୋଇଯାଇଛି । ବିଦ୍ୟାଳୟର ପଢ଼ୁଥିବା ୨୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ
Read More...

ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଶିଆଳି ଗାଁର ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଏଥିରେ ଗୋଟିଏ ପରିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ‌ଙ୍କ ମଧ୍ୟରୁ ଘରର ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ,
Read More...

୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଦେବାକୁ ଆପ୍‌ର ଧାରଣା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅପ୍ରିଲ ମାସରୁ ବିଜୁଳି ଦର ୩୦ ପଇସା ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱରରେ ସତ୍ୟାଗ୍ରହ ଆରମ୍ଭ କରିଛି । ଗତ ୭ ଏପ୍ରିଲରୁ ଅନଶନ ଓ ଧାରଣା ଦେଇଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟତଃ ୩ଟି ଦାବୀ ରଖିଛି, ଯଥା ୨୦୦ ୟୁନିଟ ପର୍ୟ୍ୟନ୍ତ ବିଜୁଳି ବିନା
Read More...

ଜାତି ଭେଦଭାବକୁ ନେଇ ନାଳ ପାଣି ନିଷ୍କାସନରେ ବିବାଦ ଘଟଣା : ୧୪୪ ଧାରା ଜାରି କରି ଫେରିଗଲେ ପୋଲିସ ବାହିନୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ପଞ୍ଚାୟତର ସିରୁଲ୍ ଗ୍ରାମରେ ଦେଖିବାକୁ ମିଳିଛି। ଜାତି ଭେଦଭାବ ଦେଖାଇ ଦୁଇ ସାହି ମଧ୍ୟରେ ନାଳ ପାଣି ନିଷ୍କାସନ ପାଇଁ ବିବାଦ । ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ୧୪୪ ଧାରା ଜାରି କରି ସମସ୍ୟାର
Read More...

କରୋନାର ଦ୍ୱିତୀୟ ଲହରର ତୀବ୍ରତା : ବଲାଙ୍ଗିର ଜିଲ୍ଲାରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ୩୬୩ ଏକ୍‌ଟିଭ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଡରେଇବା ଭଳି ସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲାରେ ୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଏବେ ୩୬୩ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ
Read More...
error: Content is protected !!