ଧର୍ମପ୍ରାଣା ମହିଳାଙ୍କ କରୋନାରେ ପରଲୋକ
ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରର ହାଇସ୍କୁଲ ପଡା ନିବାସୀ ଆଇନଜୀବୀ ନିହାର ରଞ୍ଜନ ବାବୁଙ୍କ ମାତା କମଳିନୀ ବାବୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ତଳେ ମହାମାରୀ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର!-->…
Read More...
Read More...