ଅଘୋଷିତ ଘନ ଘନ ବିଦ୍ୟୁତ୍ କାଟ : ସହରରେ ଉପୁଜିଛି ଜନ ଅସନ୍ତୋଷ
ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶର କେରଳ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ଅତିଶୀଘ୍ର ମୌସୁମୀ ଛୁଇଁବ ବୋଲି ଅନୁମାନ କରାଯାଉଛି । କିନ୍ତୁ ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଗରମରୁ ଆଶ୍ୱସ୍ତି ନାହିଁ । କିଛି ଦିନ ତଳେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ!-->…
Read More...
Read More...