ସିମେଣ୍ଟ ଗୋଦାମରେ ଜିଏସଟି ଚଢ଼ଉ
ଟିଟିଲାଗଡ଼, (ଗୌରବ ଦର୍ଜୀ) : ଜିଏସଟି ଟିକସ ଫାଙ୍କୁଥିବା ଅଭିଯାଗରେ ବଲାଙ୍ଗିର ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଏକ ସିମେଣ୍ଟ ଗୋଦାମରେ ଚଢ଼ଉ କରିଛି । ସିନ୍ଧେକେଲା ଥାନା କୁରସୁଡ ଗାଁରେ ଥିବା ଏହି ସିମେଣ୍ଟ ଗୋଦାମ ମାଲିକ ଦୀର୍ଘ ଦିନ ହେଲା ଟିକସ ଠକେଇ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।!-->…
Read More...
Read More...