କରୋନା ଆକ୍ରାନ୍ତ ହୋଇ ଚାଲିଗଲେ ଟିଟିଲାଗଡ ବ୍ଲକର ମୁଖ୍ୟ କିରାଣୀ
ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ମହାମାରୀ କରୋନାରଦ୍ୱିତୀୟ ଲହର ଉଦ୍ବେଗ ଜନକ ସ୍ଥିତି ସୃଷ୍ଟି କରୁଛି । ତେବେ ଟିଟିଲାଗଡ ସହରର ହାଇସ୍କୁଲ ଖେଳ ପଡିଆ ସମ୍ମୁଖରେ ରହୁଥିବା ଜଗନ୍ନାଥ ଦାସ କରୋନା ଯୁଦ୍ଧରେ ହାରି ଯାଇଛନ୍ତି । ସ୍ବର୍ଗତ ଜଗନ୍ନାଥ ଦାସ ସହରର ଜଣେ!-->…
Read More...
Read More...