Browsing Tag

titilagarh news

ଟିଟିଲାଗଡ ବିକାଶ ସେବା ତରଫରୁ ପୁଣି ଆରମ୍ଭ ହେଲା ଫ୍ରି ସାନିଟେସନ

ଟିଟିଲାଗଡ, (ଗୌରବ ଦର୍ଜୀ) : ସମ୍ପ୍ରତ୍ତି ସାରା ଦେଶ ତଥା ଓଡ଼ିଶାରେ ମଧ୍ୟ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଏହି ପରପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ ମଧ୍ୟ ପ୍ରତିଦିନ ବିଭିନ୍ନ ୱାର୍ଡରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବିଗତ
Read More...

ଚାଇଲ୍ଡ ଲାଇନ୍‌ର ଶିଶୁ ମନୋସାମାଜିକ ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚାଇଲ୍ଡ ଲାଇନ ତରଫରୁ ଟିଟିଲାଗଡ ଆଇସିଡିଏସ ପରାସରା ସେକ୍ଟର ସମିଆଁପଡ଼ା ଅଙ୍ଗନୱାଡ଼ି ସେଣ୍ଟର୍ ଠାରେ ଆଧାର ଚାଇଲ୍ଡ ଲାଇନ୍‌(କୋଲାବ) ବଲାଙ୍ଗିର ତରଫରୁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜିଯାଇଥିବା ଶିଶୁ, ବାଲ୍ୟବିବାହ, ଶିଶୁ
Read More...

ସ୍ୱାଧିନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ମାର୍ଚ୍ଚ ୨୯ ତାରିଖରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ ସଂଘ ଟିଟିଲାଗଡ ବ୍ଲକ ଦ୍ଵାରା ଭାରତ ମୁକ୍ତି ସଂଗ୍ରାମର ବିଖ୍ୟାତ ‌ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ଆଦିବାସୀ ନେତା ଲକ୍ଷ୍ମଣଙ୍କର ୭୮ ତମ ସହିଦ ଦିବସ ପାଳିତ ହୋଇଯାଇଛି । ବ୍ଲକ
Read More...

କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କଲେ ବର୍ଷା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଯୁବପିଢିଙ୍କ ମଧ୍ୟରେ ସମାଜସେବା ମନୋଭାବ ଧିରେ ଧିରେ ବଢିବାରେ ଲାଗିଛି । ଟିଟିଲାଗଡର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ସହିତ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଟିଟିଲାଗଡ ବାସୀଙ୍କୁ ଗୌରବାନ୍ଵିତ କରୁଛନ୍ତି । ତେବେ ଆଜି
Read More...

ବସ ଓଲଟି ଜଣେ ମୃତ, ୨୫ରୁ ଉର୍ଦ୍ଧ୍ବ ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଯାତ୍ରୀବାହୀ ବସ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ଭବାନୀପାଟଣାରୁ ମଣିବାବା ନାମକ ଏକ ଘରୋଇ ବସ ବାହାରି ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ନୃସିଂହନାଥ ଆସୁଥିବା ବେଳେ ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ
Read More...

ଚର୍ଚ୍ଚାରେ ଟିଟିଲାଗଡ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡିଶାର ଏକ ବୃହତ୍ତମ ଉପଖଣ୍ଡ ଭାବରେ ଟିଟିଲାଗଡ ଉପଖଣ୍ଡ ବେଶ୍‌ ପରିଚିତ । ଏକ ଆଦିବାସୀ ବହୁଳ ପଛୁଆ ଅଂଚଳ ଭାବରେ ଏହି ଟିଟିଲାଗଡ ଅଂଚଳ ରାଜ୍ୟରେ ନାଁ କରିଛି । କେତେବେଳେ ପିଲା ବିକ୍ରୀ ଘଟଣା ତ ପୁଣି କେତେବେଳେ ଅର୍ଦ୍ଧାହାରର ଶିକାର ଏଠାକାର ଗରିବ ନିରୀହ
Read More...

ଆଦିବାସୀ ରୟତି ଜମିରେ ସରକାରୀ ହାଇସ୍କୁଲ ନିର୍ମାଣ ଘଟଣା : ଆଦିବାସୀ ସଂଘର ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମୁରିବାହାଲ ବ୍ଲକ୍ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସିରୋଲର ଶ୍ରେଣୀ କକ୍ଷ ପାଚେରୀ, ଅଫିସ କକ୍ଷ ଓ ଅନ୍ୟାନ୍ୟ କଠୋରୀ ଗୁଡ଼ିକ ଜଣେ ଆଦିବାସୀଙ୍କ ରୟତି ଜମି ଉପରେ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଆଦିବାସୀ
Read More...

ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର ଜଣେ ସରକାରୀ ବାବୁ । ଏମିତିକି ନିଜ ସରକାରୀ ଚାକିରୀ କାଳର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚାର ପରିସରକୁ ଆସିଛି । ଅଭିଯୋଗ ମୁତାବକ ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ
Read More...

ସିମେଣ୍ଟ ଗୋଦାମରେ ଜିଏସଟି ଚଢ଼ଉ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଜିଏସଟି ଟିକସ ଫାଙ୍କୁଥିବା ଅଭିଯାଗରେ ବଲାଙ୍ଗିର ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ ଏକ ସିମେଣ୍ଟ ଗୋଦାମରେ ଚଢ଼ଉ କରିଛି । ସିନ୍ଧେକେଲା ଥାନା କୁରସୁଡ ଗାଁରେ ଥିବା ଏହି ସିମେଣ୍ଟ ଗୋଦାମ ମାଲିକ ଦୀର୍ଘ ଦିନ ହେଲା ଟିକସ ଠକେଇ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।
Read More...

ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କଲେ ‘ମୋ କଲେଜ ଅଭିଯାନ’

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ଅଭିଯାନର ଶୁଭ ଉଦଘାଟନ କରିଛନ୍ତି । ସାରା ଓଡ଼ିଶାର ୭୫୫ ଟି କଲେଜରେ ଏହି ଉଦଘାଟନ ସମାରୋହ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଲିଥିଲା । ଡି ଏ ଭି ମହାବିଦ୍ୟାଳୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମୋ କଲେଜ ଅଭିଯାନର
Read More...