Browsing Tag

titilagarh news

ପୋଲିଓ ଦିବସରେ ଦୁଇ ବୁନ୍ଦା ଜୀବନ ପାଇଁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଭାରତରେ ୩୧ ଜାନୁଆରୀକୁ ପୋଲିଓ ଦିବସ ଭାବରେ ପାଳନ କରି ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଭାରତ ପୋଲିଓ ମୁକ୍ତ ଅଟେ । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ପୋଲିଓ ଏବେ ବି ରହିଛି ଏବଂ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଭାରତ ପୋଲିଓ ମୁକ୍ତ ହେବା
Read More...

ଧୂଳିମୟ ସିନ୍ଧେକେଲା ମୁଖ୍ୟ ରାଜରାସ୍ତା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଏକ ପଞ୍ଚାୟତ ମୁଖ୍ୟାଳୟ । ପୂର୍ବରୁ ଏକ ଛୋଟ ଗାଁ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ଛୋଟ ସହରରେ ରୂପାନ୍ତରିତ ହୋଇ ସାରିଲାଣି । କହିବା ବାହୁଳ୍ୟ ଯେ, ଆମ ରାଜ୍ୟରେ ଅନେକ ବ୍ଲକ, ଏନଏସିର ମୁଖ୍ୟାଳୟ
Read More...

ଧାନ ମଣ୍ଡି ଓ ଚାଷୀଙ୍କୁ ନେଇ ଜୋର୍‌ ଧରୁଛି ରାଜନୀତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ଧାନ ମଣ୍ଡି ଓ ଧାନକୁ ନେଇ ସାରା ଭାରତରେ ଚାଲିଛି ରାଜନୀତି । କୃଷି ବିଲକୁ ନେଇ ଦିଲ୍ଲୀରେ କୃଷକ ମାନଙ୍କ ସହ ବିଭିନ୍ନ ରାଜନୀତି ମୁଣ୍ଡ ଟେକିଛି । ସେପଟେ କେନ୍ଦ୍ର ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ବେଳେ ଓଡ଼ିଶା ରାଜ୍ୟରେ ରାଜ୍ୟ
Read More...

ଭାଜପାର ଚାଷୀ ଅଧିକାର ରାଲି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନଗଦା କରିଛନ୍ତି ବୋଳି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ
Read More...

ଚାଷୀଙ୍କ ଧାନ ଉଠିବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନ ଗଦା କରିଛନ୍ତି ବୋଲି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ
Read More...

ମାରୱାଡ଼ି ମହିଳା ସମିତି ତରଫରୁ ରକ୍ତଦାନ ଶିବିର ଉଦ୍‌ଯାପିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ଟିଟିଲାଗଡ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟେଟ ବ୍ୟାଙ୍କ ଟିଟିଲାଗଡ ଶାଖା ସହଯୋଗ କରିଥିଲା । ବଜରଙ୍ଗ ଲାଲ ଜୈନଙ୍କ ନେତୃତ୍ଵରେ ଆୟୋଜିତ
Read More...

୭୨ ତମ ସାଧାରଣତନ୍ତ୍ର ଦିବସ ସହ ଶ୍ରମ ଦାନ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ହାଇସ୍କୁଲ୍ ପଡିଆରେ କୋଭିଡ୍ କଟକଣା ମଧ୍ୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଟିଟିଲାଗଡ
Read More...

ପନ୍ଦର ବର୍ଷର ନାବାଳିକାକୁ ବିବାହରୁ ରକ୍ଷା କଲା ଚାଇ‌ଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ବୀଜେପୁର ପଞ୍ଚାୟତର ଏକ ଗ୍ରାମରେ ଚାଇଲ୍ଡ ଲାଇନ ପହଞ୍ଚି ପନ୍ଦର ବର୍ଷର ନାବାଳିକାର ବିବାହକୁ ବନ୍ଦ କରିଥିଲା । ନାବାଳିକାର ମାତା ପିତା ନାବାଳିକାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କୌଣସି ଜଣେ ଭଦ୍ର ବ୍ୟକ୍ତି ୧୦୯୮ରେ କଲ୍‌ କରି ସୂଚନା
Read More...

ସାଧାରଣତନ୍ତ୍ର ଦିବସରେ ସଫେଇ କାର୍ଯ୍ୟକ୍ରମ ନିଷ୍ପତ୍ତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ୭୨ ତମ ସାଧାରଣତନ୍ତ୍ର ଦିବସ ୨୦୨୧ ମସିହା ଜାନୁଆରି ୨୬ ତାରିଖରେ ଟିଟିଲାଗଡରେ ଏକ ନୂଆ ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ସକାଳ ୮:୩୦ ରେ ହାଇସ୍କୁଲ୍ ପଡା ପଡିଆରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଜାତୀୟ ପତାକା
Read More...

ବିଜେପି ଓ ନାରୀ ‘ଦ ଭଏସ ଅଫ ଓମେନ୍’ ଦ୍ଵାରା ପ୍ରେସ ମିଟ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପିଡବ୍ଲୁଡି ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଓ ନାରୀ 'ଦ ଭଏସ ଅଫ ଓମେନ୍'ର ମିଳିତ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ଟିଟିଲାଗଡ ଥାନାରେ ହୋଇଥିବା ଏକ ଲଜ୍ଜା ଜଣକ ମାମଲାର ତୀବ୍ର ନିନ୍ଦା କରିଛନ୍ତି ଉଭୟ
Read More...