Browsing Tag

titilagarh news

ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡର ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲରୁ ୨୦୧୨ ମସିହାରେ ମାଟ୍ରିକରେ ଉତିର୍ଣ୍ଣ ହୋଇଥିବା ବାଳକ ଶିକ୍ଷାର୍ଥୀମାନଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ନଅ ବର୍ଷ ପରେ ବନ୍ଧୁମାନେ ଏକତ୍ର ହୋଇ ପାରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ
Read More...

ଶାନ୍ତିଲତା ସିଂଭୋଇଙ୍କ ବିୟାଗଗରେ ଶୋକସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଧର୍ମପତ୍ନୀ ସ୍ବର୍ଗତ ଶାନ୍ତିଲତା ସିଂଭୋଇଙ୍କ ଅକାଳ ବିୟୋଗଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ନାବାଳିକାକୁ ଉଦ୍ଧାର କଲା ଟିଟିଲାଗଡ ରେଳ ସୁରକ୍ଷା ବଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ରେଳଷ୍ଟେସନରେ ପ୍ରାୟ ୧୫-୧୬ ବର୍ଷର ଏକ ନାବାଳିକା ଉପରେ ସନ୍ଦେହ କରି ରେଳ ସୁରକ୍ଷା ବଳ ଅଧିକାରୀମାନେ ପଚରାଉଚୁରା କରିଥିଲେ । କିନ୍ତୁ ନାବାଳିକା ନିଜ ପରିଚୟ ଦେଇ ପାରି ନଥିଲା । ନାବାଳିକା ପାଖରୁ ମିଳିଥିବା ସୂଚନା ଅନୁଯାୟୀ ସେ ବାଲ୍ୟକାଳରୁ
Read More...

ସଡକ ଦୁର୍ଘଟଣାରେ ଜଣେ ଆହତ ଓ ଜଣେ ମୃତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ଅନ୍ତର୍ଗତ ଚାହାଂରଭଟା ପାଖରେ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟ ହେବା ସହ ଅନ୍ୟ ଜଣେ ଗଭୀର ଆହତ ହୋଇଛନ୍ତି । ମୃତ ଯୁବକ ଟିଟିଲାଗଡ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତର ପାତଳପଡ଼ାର ବରୁଣ ଭୋଇ (ବୟସ -୨୮) ଭାବରେ ପରିଚୟ ମିଳିଥିବା ବେଳେ ଆହତ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ତତ୍ତ୍ଵାବଧାନରେରେ ଆୟୋଜିତ ଏହି ସମ୍ମିଳନୀରେ ଜନସଂଖ୍ୟା ସମାଧାନ
Read More...

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ଟିଟିଲାଗଡ, (ଗୌରବ ଦର୍ଜୀ) : ପେଟ୍ରୋଲ ଏବଂ ଡିଜେଲ ଦାମ୍ ଅହେତୁକ ଭାବରେ ବଢ଼ି ଚାଲିଥିବା ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ଦେଇଥିବା ଓଡ଼ିଶା ବନ୍ଦ ଡାକରାର ବେଶ ପ୍ରଭାବ ଟିଟିଲାଗଡ଼ ଉପଖଣ୍ଡରେ ବି ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି
Read More...

ଭାଜପାର ତିନି ଘଣ୍ଟିଆ ଚକା ଜାମ

ଟିଟିଲାଗଡ, ( ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡରେ ମଣ୍ଡିକୁ ନେଇ ଚାଷୀ ହତାସ ହୋଇ ବସିଲେଣି । ମଣ୍ଡି ଗୁଡିକରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡିରହିଥିବା ବେଳେ ଟାର୍ଗେଟ ସରିଯାଇଥିବା ପେକ୍ସ ସେକ୍ରେଟାରୀ କହନ୍ତି । ଅନ୍ୟପଟେ କିଛି ଚାଷୀଙ୍କୁ ଟୋକନ୍ ମିଳିନଥିବା ବେଳେ
Read More...

ପ୍ରେମ ଓ ପ୍ରତାରଣା : ନ୍ୟାୟ ପାଇଁ ବାର ଦୁଆର ବୁଲୁଛ‌ନ୍ତି ଦୁଇ ସନ୍ତାନର ଜନନୀ : ପୋଲିସ ନୀରବ, ସାଧାରଣରେ ଚର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ପ୍ରେମ ଓ ପ୍ରତାରଣାର ଅନେକ ଘଟଣା ସାମନାକୁ ଆସୁଥିବା ବେଳେ ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଘଟଣା ଟି ହେଉଛି ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶିଲ୍ ଗ୍ରାମର । ପ୍ରେମ ସମ୍ପର୍କ ପରେ ଅନେକ ବର୍ଷ ସାଙ୍ଗରେ ରହି ଦୁଇଟି ଛୁଆର ଜନ୍ମ ପରେ ପ୍ରେମିକ
Read More...

ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ରାଶି ପାଇଁ ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ କିଛି ଦିନ ମଧ୍ୟରେ ଅନେକ ସଡକ ଦୁର୍ଘଟଣା ଘଟିଛି । ଏମିତିକି ଗତ ମଙ୍ଗଳବାର ଦିନ ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ବୋଲେରୋ ପିକ ଅପ୍ ଗାଡ଼ି ମାଡ଼ିଯିବାରୁ ଅନେକ ଲୋକ ଆଘାତ ହେବା ସହ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା
Read More...

ଅସହାୟ ଦିବ୍ୟାଙ୍ଗକୁ ସାହାଯ୍ୟ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ପରିବାରରେ ପୁଅ ଟିଏ ହେଲେ ଅନେକ ହସ ଖୁସିର ମାହୋଲ ରହିଥାଏ । ଆଉ ପୂର୍ବରୁ ଦୁଇ ଗୋଟି ଝିଅ ପରେ ଯଦି ପୁଅ ଟିଏ ଆସିଥାଏ ତ ଖୁସି ଆଉ କାହିଁରେ କେତେ । ହେଲେ ସେହି ପୁଅ ଯଦି ସୁସ୍ଥ ସବଳ ନ ରହେ ତ ପରିବାର ଉପରେ ଅଦିନିଆ ଝଡ଼ ବୋହି ଆସେ । ଯାହାର ଏକ ଜ୍ଵଳନ୍ତ
Read More...