p purohi

ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

dr. purohit

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡର ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲରୁ ୨୦୧୨ ମସିହାରେ ମାଟ୍ରିକରେ ଉତିର୍ଣ୍ଣ ହୋଇଥିବା ବାଳକ ଶିକ୍ଷାର୍ଥୀମାନଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ନଅ ବର୍ଷ ପରେ ବନ୍ଧୁମାନେ ଏକତ୍ର ହୋଇ ପାରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଥିଲା । କିନ୍ତୁ କିଛି ବନ୍ଧୁଙ୍କର ପାରିବାରିକ ଓ ଗମନା ଗମନର ଅସୁବିଧା ଥିବା ଯୋଗୁଁ ଆସି ପାରିନଥିଲେ । ଏହି କାର୍ୟ୍ୟକ୍ରମରେ ଗୌରବ ଦର୍ଜୀ, ହନି ଅଗ୍ରୱାଲ, ଦୀପକ ସାହୁ, ସତ୍ୟରଞ୍ଜନ ପଣ୍ଡା, ମକରନ୍ଦ ପାଣିଗ୍ରାହୀ, ବୁଲବୁଲ ମହଲିଙ୍ଗ, ଅମିୟ ଦଣ୍ଡସେନା, ଭାନୁପ୍ରତାପ ସୋନି, ପଙ୍କଜ ଶର୍ମା, ସୁମିତ୍ ସେନାପତି, ଚିନ୍ମୟ ଜାନି, ଏମ ଡି କାଦିର, ଏମ ଡି ଅଲି ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.