Browsing Tag

news of india

ଦିନରେ ବାହାଘର, ରାତିରେ ଚଂମଟ ପ୍ରେମିକ ସହ ନବବଧୂ

ଲକ୍ଷ୍ନୌ : ଦିନରେ ବାହାଘର ସରିଲା । ରାତିରେ ପ୍ରେମିକ ସହ ଚଂମଟ ମାରିଦେଲେ ନବବଧୂ । ଉତ୍ତର ପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଛପିୟା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଝିଅ ସହିତ…
Read More...

ବିହାରରୁ ସୁଶୀଲ ମୋଦୀ‌ଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି : ବଡ ଦାୟିତ୍ୱ ମିଳିପାରେ

ନୂଆଦି‌ଲ୍ଲୀ : ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିହାରରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ପାଇଁ ସୁଶୀଲ କୁମାର ମୋଦୀଙ୍କୁ ମନୋନୀତ କରିଛି । ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି । ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଏହି ଆସନ…
Read More...

ଭାରତୀ ସିଂଙ୍କୁ ଡ୍ରଗ୍ ଯୋଗାଉ ଥିବା ବିକ୍ରେତା ଏନସିବି ହାତରେ ଧରାପଡ଼ିଲା

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଘରୁ ଗଞ୍ଜା ଏବଂ ଅନ୍ୟାନ୍ୟ ଡ୍ରଗ୍ସ ଉଦ୍ଧାର କରାଯାଇଥିଲା । ଭାରତୀ ଏନସିବି ଅଧିକାରୀଙ୍କ ସାମ୍ନାରେ ଡ୍ରଗ୍ସ ଗ୍ରହଣ କରୁଥିବା ସ୍ୱୀକାର କରିଥିଲେ। ଗୋଟିଏ ଦିନ ନ୍ୟାୟିକ…
Read More...

କୃଷକ ଆନ୍ଦୋଳନ : ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ କରିବାକୁ ପୋଲିସ ଅନୁମତି ମାଗିଲା

ନୂଆଦି‌ଲ୍ଲୀ : ପଞ୍ଜାବରୁ ଆସିଥିବା କୃଷକଙ୍କ କନ୍‌ଭେନ୍‌ସନ୍ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ସମସ୍ତ ବାଧାବିଘ୍ନକୁ ଦୂର କରି କୃଷକମାନେ ଶେଷରେ ଦିଲ୍ଲୀ ନିକଟରେ ପହଞ୍ଚିଛନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ପ୍ରସ୍ତୁତି ବଢ଼ାଇ ଦେଇଛି । ରାଜଧାନୀରେ ଥିବା…
Read More...

ଭୟାବହ ଅଗ୍ନିକାଣ୍ଡ କୋଭିଡ୍ ହସ୍ପିଟାଲରେ : ୫ ମୃତ

ରାଜକୋଟ : କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣ ଆକ୍ରା‌ନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଜରାଟ ରାଜକୋଟ ମାଭଡି ଅଞ୍ଚଳରେ ଅବସ୍ଥିତ ଶିବାନନ୍ଦ ହସ୍ପିଟାଲର ଆଇସିୟୁ କୋଭିଡ୍ ଡାକ୍ତରଖାନାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣ…
Read More...

ମହା ଧାରଣା : କୃଷକମାନ‌ଙ୍କ ଦିଲ୍ଲୀ ଯାତ୍ରା : ସୀମା ସିଲ୍, ହରିୟାଣା ଏବଂ ୟୁପି ଯିବନାହିଁ ଦିଲ୍ଲୀ ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ : ଆଜି ପଞ୍ଜାବ ଏବଂ ହରିୟାଣାର କୃଷକମାନେ କୃଷି ଆଇନକୁ ବିରୋଧ କରିବାକୁ ଯାଉଛନ୍ତି । ଏଥିପାଇଁ ଶହ ଶହ କୃଷକ ଟ୍ରାକ୍ଟର ଏବଂ ଟ୍ରକ୍‌ରେ ଦିଲ୍ଲୀ ଯାତ୍ରା କରୁଛନ୍ତି ।କୃଷକମାନେ କେନ୍ଦ୍ର ଦ୍ୱାରା ନିକଟରେ ପାସ ହୋଇଥିବା କୃଷି ଆଇନକୁ ଦୃଢ଼ ବିରୋଧ କରୁଛନ୍ତି । ଭାରତୀୟ କୃଷକ ସଂଘ…
Read More...

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ନିଜ ଇଚ୍ଛାରେ ଯେକୌଣସି ଲୋକ ସହ ରହିପାରିବେ ମହିଳା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଲଭ୍‌ ଜିହାଦ୍‌ ଓ ଅନ୍ୟ ଧର୍ମରେ ବିବାହକୁ ନେଇ ବିତର୍କ ଚାଲିଥିବା ବେଳେ କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସାମ୍‌ମ୍ନାକୁ ଆସିଛି । ଜଣେ ପ୍ରାପ୍ତ ବୟସ୍କ ମହିଳା ବା ଯୁବତୀ ନିଜ ଇଚ୍ଛା ଅନୁସାରେ ଯେକୌଣସି ଲୋକ ସହ ଓ ଯେକୌଣସି ସ୍ଥାନରେ ରହିପାରିବେ। ଏଥିରେ…
Read More...

ବାତ୍ୟା ‘ନିଭାର’ ଭୟଙ୍କର ରୂପ ଧାରଣ କଲା : ଛୁଇଁଲା ସ୍ଥଳଭାଗ

ଚେନ୍ନାଇ : ଶକ୍ତିଶାଳୀ ବାତ୍ୟା 'ନିଭାର' ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଥିବା ସୂଚନା ମିଳିଛି। ତାମିଲନାଡୁର ମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ କରିଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ…
Read More...

ଏଣିକି ଅଯୋଧ୍ୟା ଏୟାର୍‌ ପୋର୍ଟର ନାମ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଅଯୋଧ୍ୟାରେ ଥିବା ଏୟାର୍‌ ପୋର୍ଟର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଠାରେ ଥିବା ଏୟାର୍‌ ପୋର୍ଟର ନାଁ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ ବୋଲି…
Read More...

ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି : ସୁଶୀଲ ମୋଦୀ

ପାଟନା : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବିଧାୟକଙ୍କୁ ଜେଲରୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ…
Read More...