Browsing Tag

news of india

ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ ହୋଇଯାଇଛି । ଗତମାସରେ କୋଭିଡ୍‌-୧୯ ପଜିଟିଭ୍‌ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍ । ତେବେ ବୁଧବାର ଭୋର୍‌ରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଶରୀରର ଏକାଧିକ ଅଂଶ…
Read More...

ସୁରେଶ ରାଇନା ୩୪ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବେ

ଜମ୍ମୁ କାଶ୍ମୀର : ଅସହାୟଙ୍କୁ ସାହାଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା । ସୁରେଶ ରାଇନ ପୁଣି ଏବେ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି । ଉତ୍ତର ପ୍ରଦେଶ, ଜମ୍ମୁ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜିଅନ(ଏନ୍‌ସିଆର)ରେ ଥିବା ୩୪ଟି…
Read More...

ପ୍ରଧାନମନ୍ତ୍ରୀ ମୋଦୀ ସଂକେତ ଦେଲେ, କରୋନା କାରଣରୁ ଦେଶରେ ଆଉ ଲକ୍‌ଡ଼ାଉନ୍‌ ହେବନାହିଁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ଭୂତାଣୁ ମହାମାରୀର ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ସହିତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ଶେଷରେ ଚାଲିଗଲେ ଅଭିନେତା ଆଶିଷ ରୟ

ମୁମ୍ବାଇ : ଟିଭି ଅଭିନେତା ଆଶିଷ ରୟଙ୍କ ଦେହାନ୍‌ନ୍ତ ହୋଇଛି । ବହୁ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍‌ଙ୍କ ଆର୍ଥିକ ଅବସ୍ଥା ବି ଭଲ ନଥିଲା । ତାଙ୍କ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । କିଡ଼ନୀ ରୋଗରେ ପୀଡ଼ିତ…
Read More...

ହାଇକୋର୍ଟଙ୍କ ବଡ଼ ବୟାନ ଭିନ୍ନ ଧର୍ମରେ ବାହାଘରକୁ ନେଇ

ଲକ୍ଷ୍ନୌ : ଭିନ୍ନ ଧର୍ମରେ ହେଉଥିବା ବାହାଘରକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ଏ ସଂକ୍ରାନ୍‌ନ୍ତରେ ଏକ ବଡ଼ ବୟାନ ଦେଇଛନ୍ତି । ଏଥିସହ ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ପରିବାର ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି…
Read More...

ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ୫% ତଳେ ରହିଛି

● ସୁସ୍ଥତା ହାର ୯୩%ରୁ ଅଧିକ ରହିଛି● କ୍ରମାଗତ ୧୬ ଦିନ ଧରି ଦୈନିକ ନୂଆ ମାମଲା ୫୦ ହଜାରରୁ ତଳେ ରହିଛିନୂଆଦିଲ୍ଲୀ, (ପିଆଇବି) : ଭାରତରେ ଗତ କାଲି କରୋନା ସକ୍ରିୟ ମାମଲା(୪,୪୩,୪୮୬) ମୋଟ ପଜିଟିଭ୍ ମାମଲାର ୪.୮୫% ରହିଛି, ଯାହାକି ୫%ରୁ ତଳେ ।ଗତ କାଲି ପର୍ୟ୍ୟନ୍ତ ସୁସ୍ଥତା ହାର ୯୩ %…
Read More...

ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦଙ୍କ ପାଇଁ ବହୁତଳ ଫ୍ଲାଟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର, ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଏହି ସମିତିର ଅଧ୍ୟକ୍ଷ ଶ୍ରୀ ସି.ଆର. ପାଟିଲ ଜୀ, ସାଂସଦ, ଭାଇ ଓ ଭଉଣୀମାନେ!! ଦିଲ୍ଲୀରେ ଜନ ପ୍ରତିନିଧିମାନଙ୍କ ପାଇଁ ଏହି ନୂଆ…
Read More...

ପଞ୍ଜାବରେ ରେଳ ସେବା ଆଜି ଠୁ ପୁଣି ଆରମ୍ଭ : ପୀୟୁଷ ଗୋୟଲ

ନୂଆଦିଲ୍ଲୀ : ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର କହିଛନ୍ତି ଯେ କୃଷକ ସଂଗଠନ ପାଇଁ ଆନ୍ଦୋଳନ ଶେଷ ହେବା ପରେ ଭାରତୀୟ ରେଳ ପଞ୍ଜାବରେ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯାଉଛି । ଶ୍ରୀ ଗୋୟଲ ଟ୍ୱିଟ କରି କହିଛନ୍ତି ଯେ, ପଞ୍ଜାବର ରେଳ ଟ୍ରାକ୍ ଏବଂ ଷ୍ଟେସନରେ କୃଷକ ଆନ୍ଦୋଳନକୁ ନଭେମ୍ବର ୨୩ ରୁ…
Read More...

ରାଜସ୍ଥାନରେ କରୋନା ସଂକ୍ରମଣ ଆଶଂକା : ୮ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଜୟପୁର : କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ରାଜ୍ୟ ସରକାର ୮ଟି ଜିଲ୍ଲାରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତକାଲି ରାତିଠାରୁ ଏହା ଲାଗୁ ହୋଇଥିବା ଜଣାପଡ଼ିଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର…
Read More...

ବିଏସଏଫ୍‌ ‌ଦ୍ୱାରା ଆବିଷ୍କାର ହେଲା ନାଗ୍‌ରୋଟାଠାରେ ଆତଙ୍କବାଦୀଙ୍କ ପ୍ରବେଶ ପଏଣ୍ଟ : ସୀମାରେ ମିଳିଲା ସୁଡ଼‌ଙ୍ଗ

ସାମ୍ବା : ନାଗ୍‌ରୋଟା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ରବିବାର ଦିନ ଭାରତୀୟ ସୁରକ୍ଷା ବାହିନୀ ଆଉ ଏକ ବଡ଼ ସଫଳତା ପାଇଛନ୍ତି । ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ପାକିସ୍ତାନ ନିକଟ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଜାମ୍ମୁ…
Read More...