Browsing Tag

news of india

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ହେବ : ଜାଣନ୍ତୁ ଏହାର ଗୁରୁତ୍ୱ

ନୂଆଦିଲ୍ଲୀ : ୨୦୨୦ର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ଶେଷ ଦିନରେ ଅର୍ଥାତ୍ ୩୦ ନଭେମ୍ବରରେ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ହେବ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ ହେବ । ଏହାପୂର୍ବରୁ ୨୦୨୦ ମସିହାରେ ଚନ୍ଦ୍ରଗ୍ରହଣ ୧୦ ଜାନୁଆରୀ, ୫ ଜୁନ୍ ଏବଂ ୫…
Read More...

ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ…

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହସମୀକ୍ଷା ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ମୂଲ୍ୟର ୧୪ଟି…
Read More...

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ : ଧର୍ମେନ୍ଦ୍ର ପ୍ରଧାନ

 ‘ସାମାଜିକ ପରିବନ ପାଇଁ ସମ୍ବାଦ’ ଶୀର୍ଷକ ଉପରେ ଆଲୋଚନା ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ ତାଙ୍କର କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ …
Read More...

ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ…

● ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସୁବିଧା ସୁଯୋଗର ଉନ୍ମୋଚନ● ଦେଶର କାର୍ବନ ଫୁଟପ୍ରିଣ୍ଟ ଶତକଡା ୩୦ ରୁ ୩୫ ହ୍ରାସ କରି ପ୍ରାକୃତିକ ବାଷ୍ପ ବ୍ୟବହାର ୪ଗୁଣ ବୃଦ୍ଧି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ● ଏକବିଂଶ ଶତାବ୍ଦୀର ଯୁବପିଢି ଉନ୍ମୁକ୍ତ ଚିନ୍ତାଧାରା ସହ ଆଗେଇବାକୁ ଆହ୍ଵାନ ଦେଲେ…
Read More...

ସଂସଦ ସଦସ୍ୟମାନଙ୍କ ପାଇଁ ଆସନ୍ତା ୨୩ ତାରିଖ ଦିନ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା…
Read More...

ବିବାହର ୨ ବର୍ଷ ପରେ ଛାଡପତ୍ର ଆବେଦନ କଲେ ଦେଶର ଚର୍ଚ୍ଚିତ ଆଇଏଏସ୍‌ ଯୋଡି ଟିନା ଡାବି ଓ ଅଥର ଖାନ

ଜୟପୁର : ଦେଶର ଚର୍ଚ୍ଚିତ ଆଇଏଏସ୍‌ ଯୋଡି ଟିନା ଡାବି ଓ ଅଥର ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ବୋଲି ଖବର ମିଳିଛି । ତାଙ୍କ ବିବାହକୁ ମାତ୍ର ୨ ବର୍ଷ ପୂରିଛି । ଦୁଇ ଜଣଙ୍କ ମଧ୍ୟରେ ଆପୋଷ ବୁଝାମୁଣାରେ ଛାଡପତ୍ର ପାଇଁ ନିକଟସ୍ଥ ଜୟପୁର ଫ୍ୟାମିଲି କୋର୍ଟରେ ଗତ ୧୭ ତାରିଖରେ ଆବେଦନ…
Read More...

୧୩ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା କରି ଭାରତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି

● ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର ହ୍ରାସ ପାଉଛି● କରୋନା ସକ୍ରିୟ ମାମଲା ଏବେ ମୋଟ ମାମଲାର ୪.୮୬%କୁ ହ୍ରାସ ପାଇଛିନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ନମୁନା…
Read More...

ତେଜସ୍ୱୀ ଯାଦବଙ୍କ ନୂଆ ଆକ୍ରମଣ : ନୀତୀଶ କୁମାରଙ୍କ ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ନାମରେ ଗୁରୁତର ଅପରାଧିକ…

ପାଟନା : ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରିଛନ୍ତି । ନୀତୀଶ କୁମାରଙ୍କ ନୂତନ ସରକାରର ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି ବୋଲି ଦାବୀ କରିଛନ୍ତି ତେଜସ୍ୱୀ ଯାଦବ । ଏକ…
Read More...

ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ, ତୃତୀୟ ଜଣଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ମଥୁରାର ଗୋବର୍ଦ୍ଧନ ଆଶ୍ରମରେ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ରହିଥିବା ଖବରରେ କୁହାଯାଇଛି । ଦୁଇ ସାଧୁଙ୍କର ସନ୍ଦେହଜନକ ମୃତ୍ୟୁଚୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ ତିନି ସାଧୁ ଗୋବର୍ଦ୍ଧନ ମାର୍ଗର ଗିରିରାଜ…
Read More...

ସୁପ୍ରିମକୋର୍ଟ କହିଛନ୍ତି, ଯେକୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ : ରାଜ୍ୟ ସରକାରଙ୍କ ଅନୁମତି ବିନା ସିବିଆଇ କୌଣସି ରାଜ୍ୟରେ ତଦନ୍ତ ଆରମ୍ଭ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ବିନା କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ମଞ୍ଜୁର କରି ପାରିବେନାହିଁ । ଉତ୍ତରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ…
Read More...