Browsing Tag

news of india

ପାକିସ୍ତାନୀଙ୍କ ‌ଦ୍ୱାରା ଗୁଜବ ପ୍ରଚାର : ସୀମା ସଂଘର୍ଷରେ ୨୮ ଭାରତୀୟ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନୀଙ୍କ ‌ଦ୍ୱାରା ଦାବୀ କରାଯାଉଛି ଯେ, ଭାରତ-ପାକ୍ ସୀମାରେ ହୋଇଥିବା ସଂଘର୍ଷରେ ୨୮ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି । ଦାବୀ ସହିତ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଦାବୀ କରୁଥିବା ଅଧିକାଂଶ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାକିସ୍ତାନରୁ…
Read More...

ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ଭାରତର ଭୁଲ ନକ୍‌ସା ଥିବା ବ୍ୟାଙ୍କ ନୋଟ୍ ପ୍ରତ୍ୟାହାର କରିନେଇଛି

ନୂଆଦିଲ୍ଲୀ : ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ରିୟାଦଙ୍କ ନୋଟରେ ମୁଦ୍ରିତ ଭାରତର ଭୁଲ ମାନଚିତ୍ର ପ୍ରତ୍ୟାହାର କରିନେଇଛି । ବାସ୍ତବରେ, ୨୦ ଟି ରିୟାଲ୍ ବ୍ୟାଙ୍କ ନୋଟରେ ଭାରତର ଏକ ଭୁଲ ମାନଚିତ୍ର ମୁଦ୍ରିତ ହୋଇଥିଲା, ଯେଉଁଥିରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଭାବରେ…
Read More...

ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

• ଆତ୍ମନିର୍ଭର ଭାରତ ଆନ୍ଦୋଳନକୁ ମିଳିଲା ସନ୍ଥ ସମାଜର ଆଶୀର୍ବାଦ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ…
Read More...

ସାଥୀ ସନ୍ଧାନରେ ବାଘ ୩୦୦୦ କିଲୋମିଟର ଯାତ୍ରା କଲା

ନୂଆଦି‌ଲ୍ଲୀ : 'ୱାକର୍' ଏପର୍ୟ୍ୟନ୍ତ ଭାରତରେ ରେକର୍ଡ ହୋଇଥିବା 'ଟାଇଗର ଦ୍ୱାରା ଦୀର୍ଘତମ ପଦଯାତ୍ରା' ସମାପ୍ତ କରିଛି । ବର୍ତ୍ତମାନ ଏହି ବାଘ ମହାରାଷ୍ଟ୍ରର ଜ୍ଞାନଗଙ୍ଗା ଅଭୟାରଣ୍ୟକୁ ନିଜ ଘର କରିପାରିଛି । ତେବେ ୱାକରକୁ ବନ୍ୟଜନ୍ତୁ ଅଧିକାରୀମାନେ ଏହି ନାମ ଦେଇଛନ୍ତି । ଏହି…
Read More...

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ପାନାଜୀ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନା(୭୭)ଙ୍କ ଆଜି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ବିହାରର ଚାପ୍ରା ଗ୍ରାମରେ ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ମୃଦୁଳା ଗୋଆର ପ୍ରଥମ ମହିଳା ରାଜ୍ୟପାଳ । ଅନ୍ୟପଟେ ମୃଦୁଳା ସିହ୍ନା…
Read More...

ମାନଚିତ୍ରରେ ଲଦାଖକୁ ଚୀନ୍‌ରେ ଦେଖାଇବାର ଭୁଲ ପାଇଁ ଟ୍ୱିଟର ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛି : ମୀନାକ୍ଷୀ…

ନୂଆଦିଲ୍ଲୀ : ଚୀନ୍ ମାନଚିତ୍ରରେ ଲଦାଖଙ୍କୁ ଦେଖାଇବାର ଭୁଲ ପାଇଁ ସୋସିଆଲ ମିଡିଆ ଟ୍ୱିଟର ସଂସଦୀୟ କମିଟିକୁ ଲିଖିତ ଭାବେ କ୍ଷମା ମାଗିଛି । ଏହି ମାସ ଶେଷ ସୁଦ୍ଧା ସେ ଭୁଲକୁ ସଂଶୋଧନ କରିବ ବୋଲି ସେ ପ୍ରତିଶୃତି ଦେଇଛି । କମିଟିର ଅଧ୍ୟକ୍ଷ ମୀନାକ୍ଷୀ ଲେଖୀ ବୁଧବାର ଦିନ ଏହି ସୂଚନା…
Read More...

ନିଆଁ ଲାଗିଗଲା ଡାକ୍ତରଖାନାରେ

ସୁରଟ : ଗୁଜୁରାଟର ସୁରଟରେ ଥିବା ଏକ ଡାକ୍ତରଖାନାରେ ପୁଣି ନିଆଁ ଲାଗିଲା ବୋଲି ଖବର ପହଚିଂଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାସ୍ତରିତ କରିଛି ଡାକ୍ତରଖାନା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି…
Read More...

ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ ୧୨ ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀ ଆସନ୍ତା ୧୯ ରୁ ୨୧ ତାରିଖ ମଧ୍ୟରେ…
Read More...

ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା ୧୯ ନଭେମ୍ବର ୨୦୨୦ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ…
Read More...

କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାର ନୂଆ କରୋନା ପଜିଟିଭ୍ ମାମଲା

● ଗତ ଦେଢ଼ ମାସ ଧରି ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ନୂଆଦିଲ୍ଲୀ, (ପିଆଇବି) : ଗତ ଦୁଇ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା ୩୦ ହଜାରରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୩ ନୂଆ ମାମଲା ଦେଖାଦେଇଛି । ଗତ ଦଶ ଦିନ…
Read More...