ନିଆଁ ଲାଗିଗଲା ଡାକ୍ତରଖାନାରେ

ସୁରଟ : ଗୁଜୁରାଟର ସୁରଟରେ ଥିବା ଏକ ଡାକ୍ତରଖାନାରେ ପୁଣି ନିଆଁ ଲାଗିଲା ବୋଲି ଖବର ପହଚିଂଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାସ୍ତରିତ କରିଛି ଡାକ୍ତରଖାନା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ନିଆଁ କେମିତି ଲାଗିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

Leave A Reply

Your email address will not be published.