Browsing Tag

news of india

ଜାଣନ୍ତୁ, କେନ୍ଦ୍ରୀୟ କର୍ମଚାରୀମାନେ କେବେ ଠୁ ପାଇବେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ ଖବର ରହିଛି । କରୋନା ବିପର୍ଯ୍ୟୟ ହେତୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବନାହିଁ । ଡିଏନ୍‌ଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,…
Read More...

ଏଥର ବିହାରରେ ଦୁଇ ଉପମୁଖ୍ୟମନ୍ତ୍ରୀ : ତାରକିଶୋର ପ୍ରସାଦ ଓ ରେଣୁ ଦେବୀ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଥିବା ବେଳେ ଏଥର ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ନେଇ ସ୍ପଷ୍ଟ ହୋଇଛି ରାଜନୀତି ଦୃଶ୍ୟପଟ । ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ…
Read More...

ବିହାର ପରାଜୟକୁ ନେଇ ମହାମେଂଟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି

ପାଟନା : ବିହାର ପରାଜୟକୁ ନେଇ ମହାମେଂଟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଧ୍ୟାୟ । ଗୋଟିଏ ପଟେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଂଟ ଭିତରେ ଟଣାଓଟରା ସ୍ଥିତି ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା…
Read More...

ଭାରତରେ ମୂଲ୍ୟହୀନ ପ୍ରମାଣିତ ହୋଇପାରେ କରୋନା ଟୀକା : ବିଶେଷଜ୍ଞମାନେ ଦେଲେ ଚେତାବନୀ

ନୂଆଦିଲ୍ଲୀ : କରୋନା ଜୀବାଣୁ ଟୀକା ବିତରଣର ବ୍ଲୁପ୍ରିଣ୍ଟ ସ୍ଥିର କରାଯାଇ ସାରିଛି । ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ଟୀକା ନେଟୱାର୍କକୁ ଶୃଙ୍ଖଳିତ କରିବାରେ ସରକାର ବ୍ୟସ୍ତ ଅଛନ୍ତି । ଏହି ସମୟରେ, ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ଯେ, ଅନେକ କରୋନା ଟୀକା ଅତ୍ୟଧିକ ନିମ୍ନ…
Read More...

ଆତଙ୍କବାଦକୁ ନେଇ ଭାରତ ବିରୋଧରେ ପାକିସ୍ତାନର ଅଭିଯୋଗ ମନଗଢ଼ା : ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପାକିସ୍ତାନରେ କିଛି ଆତଙ୍କବାଦୀ ଆକ୍ରମଣରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗକୁ ଭାରତପକ୍ଷରୁ ଖଣ୍ଡନ କରାଯିବା ସହ ଏହା ମନଗଢ଼ା ବୋଲି କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ 'ପ୍ରମାଣ'ର ତଥାକଥିତ ଦାବିଗୁଡ଼ିକ ମିଥ୍ୟା ଏବଂ ଏହାର କୌଣସି ବିଶ୍ୱସନୀୟତା ନାହିଁ । ବୈଦେଶିକ…
Read More...

ଆଜି ବିହାରରେ ଗଠନ ହେବ ନୂଆ ସରକାର : ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

ପାଟନା : ଆଜି ବିହାରରେ ଗଠନ ହେବକୁ ଯାଉଛି ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ତେବେ ସୂଚନା ଅନୁସାରେ ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ବୋଲି ସୂଚନାରେ କୁହାଯାଇଛି । ଏହି ଅବସରରେ ରାଜ୍ୟପାଳ…
Read More...

ମହାରାଷ୍ଟ୍ରରେ କାଲିଠୁ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ : ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଆସନ୍ତାକାଲି ଠୁ ଖୋଲିବ । ତେବେ କରୋନା ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ବୋଲି ସୂଚନା ରହିଛି । ଧାର୍ମିକସ୍ଥଳ ଖୋଲିବାକୁ ନେଇ କିଛି ସର୍ତ୍ତ ରଖିଛନ୍ତି ଉଦ୍ଧବ ସରକାର । ଏହି ସର୍ତ୍ତ ଅନୁସାରେ ଧାର୍ମିକ…
Read More...

ନୀତୀଶ ପୁଣି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ । ଆଜି ଅନୁଷ୍ଠିତ ଏନଡିଏ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଡିଏ ନେତା ଭାବେ ନୀତୀଶ କୁମାର ନିର୍ବାଚିତ ହୋଇଛନ୍ତି । ପର୍ୟ୍ୟବେକ୍ଷକ ରାଜନାଥ ସିଂହ ଏନଡିଏ ନେତା ଭାବେ ନୀତୀଶଙ୍କ ନାମ ଘୋଷଣା କରିଛନ୍ତି । କିଛି ସମୟରେ…
Read More...

ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ : ଜଣାଶୁଣା ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀ(୮୫)ଙ୍କ ପରଲୋକ ହୋଇଯାଇଛି । ୨୦୧୨ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବା ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ ସପୋଟ ସିଷ୍ଟମରେ ରଖା ଯାଇଥିଲା । ଗତ କିଛି ଦିନରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କଲିକତାର ଏକ ଘରୋଇ…
Read More...

ମାନିଲେନି ଅମାନିଆଁ : ଜବର୍‌ଦସ୍ତ ବାଣଫୁଟାରେ ବାୟୁ ପ୍ରଦୁଷଣ, ଦିଲ୍ଲୀରେ ପ୍ରଦୂଷଣ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଏନଜିଟିର ଆଦେଶ ଏବଂ ଦିଲ୍ଲୀ ସରକାରଙ୍କ ଅନୁରୋଧ ସତ୍ତେ୍ୱ ଦିଲ୍ଲୀବାସୀ ମାନିଲେନି । ଅମାନିଆଁଙ୍କ ଦ୍ୱାରା ଜବର୍‌ଦସ୍ତ ବାଣଫୁଟାରେ ଅସମ୍ଭାଳ ବାୟୁ ପ୍ରଦୂଷଣ ଦେଖାଦେଇଛି ଦିଲ୍ଲୀରେ । ପୂର୍ବରୁ ପ୍ରଦୂଷିତ ଥିବା ଦିଲ୍ଲୀର ବାୟୁ ଆହୁରି ପ୍ରଦୂଷିତ ହୋଇ ଗୁରୁତର ପର୍ଯ୍ୟାୟରେ…
Read More...