ଦିନରେ ବାହାଘର, ରାତିରେ ଚଂମଟ ପ୍ରେମିକ ସହ ନବବଧୂ

ଲକ୍ଷ୍ନୌ : ଦିନରେ ବାହାଘର ସରିଲା । ରାତିରେ ପ୍ରେମିକ ସହ ଚଂମଟ ମାରିଦେଲେ ନବବଧୂ । ଉତ୍ତର ପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଛପିୟା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଝିଅ ସହିତ ମନକାପୁର ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ସହିତ ବାହାଘର ହୋଇଥିଲା । ବାହାଘର କାର୍ୟ୍ୟ ମଧ୍ୟ ସୁରୁଖୁରୁରେ ସମାପନ ହେଲା । ତେବେ ସେହି ରାତିରେ ହିିଁ ନବବଧୂ ଜଣକ ପ୍ରେମିକ ସହିତ ଫେରାର ହୋଇଯାଇଥିଲେ । ସକାଳୁ ଖୋଜିବା ବେଳେ ତାଙ୍କୁ ଆଉ କେହି ପାଇ ନଥିଲେ ।

Leave A Reply

Your email address will not be published.