ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଆଇନ ସଚେତନତା ଶିବିର
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଗୁରୁବାର ଅପରାହ୍ନ ସାଢେ ଚାରିଟାରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍!-->…
Read More...
Read More...