jsm

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘରେ ସାଧାରଣତନ୍ତ୍ର ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ନବୀନ ପଶାୟତ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସାଂଗଠାନିକ ସଂପାଦକ ଶରତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ଗୋପବନ୍ଧୁ ଶତପଥୀ, ସତ୍ୟସୁନ୍ଦର ଭଂଜ, ସଂଦୀପ କୁମାର କୁଅଁର, ଶରତ ମହାକୁର, ଦୀପକ ପୁରୋହିତ, ସଂଜୟ ମିଶ୍ର, ମହେନ୍ଦ୍ର ପ୍ରଧାନ, ସୁବୋଧ ମେହେର, ଗୁପ୍ତେଶ୍ୱର ପୃଷ୍ଟି ତଥା ‘ସମୟ’ ସମ୍ବାଦପତ୍ର ମୁଖ୍ୟକାର୍ୟ୍ୟାଳୟର ଅଧିକାରୀବୃନ୍ଦ ଓ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.